କଟକ ବଡ଼ ମେଡିକାଲରୁ ପିଲାଚୋରି ଘଟଣାରେ କାର୍ଯ୍ୟାନୁଷ୍ଠାନ: ସୁରକ୍ଷାକର୍ମୀଙ୍କୁ ବହିଷ୍କାର, ୪ କର୍ମଚାରୀଙ୍କୁ ନୋଟିସ

କଟକ: କଟକ ବଡ଼ ମେଡିକାଲରୁ ପିଲାଚୋରି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ଜଣେ ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। କାର୍ଯ୍ୟରେ ଅବହେଳା ଦର୍ଶାଇ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ବହିଷ୍କାର କରିଥିବା ଜଣାପଡ଼ିଛି। ଏହା ସହିତ ଆଇସିୟୁରେ ଥିବା ୪ କର୍ମଚାରୀଙ୍କୁ ନୋଟିସ କରାଯାଇଛି।

Related Articles

Back to top button