![](https://abhigam.com/wp-content/uploads/2024/02/2022_10largeimg_1399829874.jpg)
ପୋଲିସ ଓ ମାଓବାଦୀ ମଧ୍ଯରେ ଗୁଳିବିନିମୟ : ଗୁଳିକାଣ୍ଡରେ ୪ ମାଓବାଦୀ ନିପାତ
ଛତିଶଗଡ ବିଜାପୁର ପୋଲିସକୁ ମିଳିଲା ବଡ ଧରଣର ସଫଳତା । ବିଜାପୁର ଜିଲ୍ଲାର ଜାଙ୍ଗାଲ ଥାନା ଅଞ୍ଚଳରେ ପୋଲିସ ଓ ମାଓବାଦୀ ମଧ୍ଯରେ ଗୁଳିବିନିମୟ । ଗୁଳିକାଣ୍ଡରେ ୪ ମାଓବାଦୀ ନିପାତ ହୋଇଛନ୍ତି । ଘଟଣାରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି ।ଗୁଳିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଏସପି ଜିତେନ୍ଦ୍ର ଯାଦବ ।