କମିଲା ଘରୋଇ ଉପଭୋକ୍ତା ବିଜୁଳି ଦର

ବିଦ୍ୟୁତ୍ ଉପଭୋକ୍ତାଙ୍କ ଲାଗି ଆସିଲା ବଡ ଖବର । ଘରୋଇ ଉପଭୋକ୍ତାଙ୍କ ଲାଗି ବିଜୁଳି ଦର ହ୍ରାସ କଲା ଓଇଆରସି । ଘରୋଇ ଉପଭୋକ୍ତାଙ୍କ ଲାଗି ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ ହେଲା ।

ଘରୋଇ ବ୍ୟତିତ ଅନ୍ୟ ସମସ୍ତ କାଟାଗୋରୀରେ କିନ୍ତୁ ଦର ଅପରିବର୍ତ୍ତିତ ରହିବ । ବିପିଏଲ୍ ଉପଭୋକ୍ତାଙ୍କ ଲାଗି ମାସିକ ଦେୟ ୮୦ରୁ ୭୦ଟଙ୍କା ହେଲା । କାଗଜ ଛାଡି ଯେଉଁ ଗ୍ରାହକ ଇ-ବିଲ୍ ଦେବେ ତାଙ୍କୁ ୧୦ଟଙ୍କା ରହାତି ମିଳିବ । ଏହା ବ୍ୟତିତ ଇଭି ଚାର୍ଜିଂ ଲାଗି ୟୁନିଟ୍ ପିଛା ଦର ୫ ଟଙ୍କା ୫୦ରୁ ୫ ଟଙ୍କାଙ୍କୁ ହ୍ରାସ ପାଇଲା ।

Related Articles

Back to top button