ସିକନ୍ଦରାବାଦରେ ହୋଇଥିବା ଅଗ୍ନିକାଣ୍ଡରେ ଓଡ଼ିଆ ଦମ୍ପତ୍ତି ମୃତ

କଟକ: ସିକନ୍ଦରାବାଦର ରୁବି ଲଜରେ ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଅଗ୍ନିକାଣ୍ଡରେ ଓଡ଼ିଆ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ହେଲେ କଟକର କାଫଲା ବଜାରସ୍ଥିତ ମହାନ୍ତି ପଡ଼ାର ଚନ୍ଦନ ଜେଠି ଓ ମିତାଲି ମହାପାତ୍ର। ଚନ୍ଦନ ଓ ମିତାଲି ବର୍ଷେ ତଳେ ବାହା ହୋଇ ବାଙ୍ଗାଲୁରୁରେ ରହୁଥିଲେ । ଟ୍ରେନିଂ ପାଇଁ ଉଭୟ ସିକନ୍ଦରାବାଦ ଯାଇ ଲଜରେ ଥିବାବେଳେ ନିଆଁ ଲାଗିଥିଲା ।

Related Articles

Back to top button