
ଇନ୍ଦ୍ରାବତୀ ଲିଫ୍ଟ କେନାଲରେ ଭାସିଗଲେ ବୃଦ୍ଧା
ଧର୍ମଗଡ଼: ଇନ୍ଦ୍ରାବତୀ ଲିଫ୍ଟ କେନାଲକୁ ଶୌଚ ହେବାକୁ ଯାଇ ବୃଦ୍ଧା ନିଖୋଜ । ଜୟପାଟଣା ଥାନା ବଡ଼କର୍ଲାକୋଟ ପାବଳୀ ଗ୍ରାମର ସୁନାଫୁଲ ନାଗ ଅପରାହ୍ନ ୪ଟା ବେଳେ ଶୌଚ ହେବାକୁ ଯାଇ ଲିଫ୍ଟ କେନାଲରେ ଭାସି ଯାଇଥିବା ଜଣାପଡ଼ିଛି l ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି l