ରଥଯାତ୍ରା ପାଇଁ ରଙ୍ଗ ବେରଙ୍ଗ ଝୋଟିରେ ସଜେଇ ହୋଇ ଝଲସୁଛି ପାରଳାଖେମୁଣ୍ଡି ରଥଦାଣ୍ଡ
ଗଜପତି: ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ରଥଯାତ୍ରା ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ହୋଇଥାଏ। କାଳିଆ ସାଆନ୍ତଙ୍କୁ ସ୍ଵାଗତ କରିବା ପାଇଁ ମହିଳା କାରିଗରମାନେ ସୁନ୍ଦର ଭାବେ ଝୋଟି ପକାଇଛନ୍ତି। ରଙ୍ଗ ବେରଙ୍ଗ ଝୋଟିରେ ସଜେଇ ହୋଇ ଝଲସୁଛି ପାରଳାଖେମୁଣ୍ଡି ରଥଦାଣ୍ଡ।