ରଥଯାତ୍ରା ପାଇଁ ରଙ୍ଗ ବେରଙ୍ଗ ଝୋଟିରେ ସଜେଇ ହୋଇ ଝଲସୁଛି ପାରଳାଖେମୁଣ୍ଡି ରଥଦାଣ୍ଡ

ଗଜପତି: ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ରଥଯାତ୍ରା ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ହୋଇଥାଏ। କାଳିଆ ସାଆନ୍ତଙ୍କୁ ସ୍ଵାଗତ କରିବା ପାଇଁ ମହିଳା କାରିଗରମାନେ ସୁନ୍ଦର ଭାବେ ଝୋଟି ପକାଇଛନ୍ତି। ରଙ୍ଗ ବେରଙ୍ଗ ଝୋଟିରେ ସଜେଇ ହୋଇ ଝଲସୁଛି ପାରଳାଖେମୁଣ୍ଡି ରଥଦାଣ୍ଡ।

Related Articles

Back to top button