ସୋରୋ ସବ୍‌-ଜେଲରୁ କଏଦୀ ଖସିଯିବା ଘଟଣାରେ ସବ୍‌ଜେଲର ପ୍ରିୟମ୍ବଦା ପଣ୍ଡା ନିଲମ୍ୱିତ

ସୋରୋ : ସୋରୋ ଉପକାରାଗାର ସବ୍‌ଜେଲର୍‌ ପ୍ରିୟମ୍ବଦା ପଣ୍ଡାଙ୍କୁ ନିଲମ୍ବିନ କରାଯାଇଛି। ତାଙ୍କ ଜାଗାରେ ନୂଆ ସବ ଜେଲର ବୈଲୋଚନ ଦାସଙ୍କୁ ନିଯୁକ୍ତି ଦିଆଯାଇଛି। ସେପ୍ଟେମ୍ୱର  ୧ରେ ସୋରୋ ସବ ଜେଲରୁ କଏଦୀ ଘନ ସିଂହ ଖସିଯିବା ଘଟଣାରେ ସବ୍‌ଜେଲର ପ୍ରିୟମ୍ବଦା ପଣ୍ଡାଙ୍କୁ ପୋଲିସ ଡିଜି ନିଲମ୍ବିତ କରିଛନ୍ତି।

Related Articles

Back to top button