ଲିଭିବାର ନାଁ ନେଉନି ଶିମିଳିପାଳ ଜଙ୍ଗଲ ନିଆଁ

ଲିଭିବାର ନାଁ ନେଉନି ଜଙ୍ଗଲ ନିଆଁ। ଆଜି ସକାଳ ସୁଦ୍ଧା ୩୫ ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ୨୨ଟି ଓ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର ୧୩ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି । ଏବଂ ଘଟଣା ସ୍ଥଳରେ ଫାୟାର ସ୍କୋଡ , ବନ କର୍ମଚାରୀ ପହଢ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ତେବେ ରାଜ୍ୟରେ ଦିନକୁ ଦିନ ବଢୁଛି ତାତି । ଏବଂ ଅତ୍ୟଧିକ ଖରାରେ ଗଛପତ୍ର ଶୁଖିଯାଉଥିବା ବେଳେ ନିଆଁ ଧିରେ ଧିରେ ବ୍ୟାପିବାରେ ଲାଗିଛି । ଏପଟେ ରାଜ୍ୟରେ ଦିନକୁ ଦିନ ତାତି ବଢିବାରେ ଲାଗୁଥିବା ବେଳେ ସେପଟେ ଜଙ୍ଗଲ ନିଆଁ ଯାହ ରାଜ୍ୟ ବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

Related Articles

Back to top button