ବିଜେପି ପକ୍ଷରୁ ପ୍ରକାଶ ପାଇଛି ଚତୁର୍ଥ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ଆଜି ବିଜେପି ପକ୍ଷରୁ ପ୍ରକାଶ ପାଇଛି ଚତୁର୍ଥ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। ଏଥିରେ ଅଭିନେତା ଅରିନ୍ଦମ ରାୟଙ୍କୁ ସାଲେପୁରରୁ ବିଜେପି ପ୍ରାର୍ଥୀ କରିଛି। ବିଜେଡିରୁ ବିଜେପିରେ ମିଶିଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ମଧ୍ଯ ଦଳ ଖୋର୍ଦ୍ଧାରୁ ପ୍ରାର୍ଥୀ କରିଛି। ସେହିପରି ବିଜେଡିରୁ ଆସିଥିବା ସୀମାରାଣୀ ନାୟକଙ୍କୁ ହିନ୍ଦୋଳରୁ ପ୍ରାର୍ଥୀ କରିଛି ଦଳ।

ସେହିପରି ତେଲକୋଇରୁ ଡକ୍ଟର ଫକୀର ମୋହନ ନାଏକ, ଚମ୍ପୁଆରୁ ମୂରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ, ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତି, କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି।

Related Articles

Back to top button