ସୌଭାଗ୍ୟ ରଥ ଏବଂ ବିଜୟ ଦାସ ବନିଲେ ଆଇରନମ୍ୟାନ

ସୌଭାଗ୍ୟ କୁମାର ରଥ ଏବଂ ବିଜୟ କୁମାର ଦାସ ସଫଳତାର ସହ ଆଇରନମ୍ୟାନ ହେଇଛନ୍ତି। ଅଗଷ୍ଟ ୧୪ ତାରିଖରେ କାଜାଖସ୍ତାନ ରାଜଧାନୀ ଅସ୍ତାନା (ନୂର୍ ସୁଲତାନ) ଠାରେ ଅନୁଷ୍ଠିତ ଆଇରନ ମ୍ୟାନ ଟ୍ରାଇଥଲନ ପ୍ରତିଯୋଗିତାରେ ସୌଭାଗ୍ୟ ଦ୍ଵିତୀୟ ଥର ପାଇଁ ଆଇରନ ମ୍ୟାନ ହୋଇଛନ୍ତି।

ସେ ମୋଟ ୩.୮ କିମି ସନ୍ତରଣ, ୧୮୦ କିମି ସାଇକେଲ ଚାଳନା ଏବଂ ୪୨.୨ କିମି ଦୌଡ଼କୁ ସର୍ବମୋଟ ୧୫ ଘଣ୍ଟା ୫୩ ମିନିଟ ୫୮ ସେକେଣ୍ଡରେ ସମ୍ପନ୍ନ କରିଥବା ବେଳେ ପ୍ରଥମ ଓଡ଼ିଆ ଭାବରେ ଦୁଇଟି ମହାଦେଶର ଆଇରନମ୍ୟାନ ହେଇଛନ୍ତି।

Related Articles

Back to top button