ସେପ୍ଟେମ୍ୱର ୨୨ରୁ +୨ ପାଠପଢା

ଭୁବନେଶ୍ୱର : ସେପ୍ଟେମ୍ୱର ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି  +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ଶ୍ରେଣୀଗୃହ ପାଠପଢା । ଏନେଇ ଆଜି  ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ମନ୍ତ୍ରୀଙ୍କ କହିବା ଅନୁସାରେ, ଚଳିତ ବର୍ଷ ୩.୫ ଲକ୍ଷ ପିଲା ବର୍ତ୍ତମାନ ସୁଦ୍ଧା ଯୁକ୍ତ ଦୁଇରେ ନାମ ଲେଖି ସାରିଛନ୍ତି। ଏହାସହ ଯେଉଁ ମାନେ କୌଣସି କାରଣରୁ  ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ଭାଗ ନେଇ ପାରିନାହାନ୍ତି ସେମାନଙ୍କ ପାଇଁ ନାମଲେଖା ତାରିଖ ଘୁଞ୍ଚାଇ ଦିଆଯାଇଛି। ସେମାନେ ଦ୍ବିତୀୟ ଫେଜ୍‌ରେ ନାମ ଲେଖାଇପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Related Articles

Back to top button