କହିବି କାହାକୁ ଶୁଣିବ କିଏ | ଗୁରୁ ଦକ୍ଷିଣା

ବିପଦ-ଆପଦ ବେଳେ ଦୁଃଖ ଦୂର କରେ, ଛାଇ ଭଳି ଠିଆ ହୁଏ ; ବାସ୍ତବ ଜୀବନର ପ୍ରେରଣାଦାୟକ କାହାଣୀ ‘କହିବି କାହାକୁ ଶୁଣିବ କିଏ ‘ | ବାସ୍ତବ ଜୀବନର ଘଟଣାବଳୀକୁ ନେଇ ମଣିଷ ଚିନ୍ତିତ ସବୁବେଳେ, ସବୁସମୟରେ | ଦୁଃଖ ବା ବିଷାଦ ବଢିଗଲେ କେହି କେହି ଭୁଲ ରାସ୍ତା ମଧ୍ୟ ବାଛି ନିଅନ୍ତି | ସେହି ବିଷାଦଗ୍ରସ୍ଥ ଓ ପଥଭ୍ରଷ୍ଟ ମଣିଷମାନଙ୍କ ପାଇଁ ଆମର ଏହି କାର୍ଯ୍ୟକ୍ରମ ସଂଜୀବନୀ ପାଲଟିବ | ଖାଲି ସେତିକି ନୁହେଁ ଏହି କାର୍ଯ୍ୟକ୍ରମ ସମସ୍ତ ବର୍ଗର ଲୋକମାନଙ୍କ ପାଇଁ ଉଦିଷ୍ଟ | ଶିକ୍ଷଣୀୟ କଥା, ପ୍ରେରଣାଦାୟକ କାହାଣୀ ଯାହାର ନାଁ ”କହିବି କାହାକୁ ଶୁଣିବ କିଏ ‘ | ଆପଣ ମାନଙ୍କ ମୂଲ୍ୟବାନ ମତାମତ ଦେବାକୁ ଜମାରୁ ଭୁଲିବେନି | ଧନ୍ୟବାଦ | କାହାଣୀ ଓ ଉପସ୍ଥାପନା : ଇଂ. ଦିଲ୍ଲୀପ ପଟ୍ଟନାୟକ କ୍ରିଏଟିଭ ହେଡ଼ : ଏମ. କୁମାର ମୁଖ୍ୟ ପରାମର୍ଶଦାତା : ବିପିନ ବିହାରୀ ସାହୁ ଚିତ୍ରୋତ୍ତୋଳନ ଓ ଶବ୍ଦ : ନିର୍ମଳ ପୋଷ୍ଟ -ପ୍ରଡକ୍ସନ : ଏସ. ଏମ. କ୍ରିଏସନ, ଭୁବନେଶ୍ୱର

This video is not allowed for reuse/ redistribution in any form and manner on any source. Copyright owner : Abhigam TV

Related Articles

Back to top button