କିଛି ସ୍ମୃତି କିଛି ଅନୁଭୂତି | Kichi Smruti Kichi Anubhuti Teaser

କିଛି କଥା କିଛି ବ୍ୟଥା ବଖାଣିବେ ଆମର ଅତିଥି,
ଦର୍ଶକମାନଙ୍କ ପାଇଁ ନେଇଆସିଛୁ ‘କିଛି ସ୍ମୃତି କିଛି ଅନୁଭୂତି’ |

ଓଡିଶାର କଳା, ସଂସ୍କୃତିକୁ ଆଗେଇନେବା ପାଇଁ ଯେଉଁମାନଙ୍କ ଅବଦାନ ରହିଛି , ସେମାନଙ୍କୁ ଆମେ ଅତିଥି ଭାବେ ପାଇ ତାଙ୍କ ସହ ସିଧା ସଳଖ କଥା ହେବୁ , ଆମର କାର୍ଯ୍ୟକ୍ରମରେ | ଯାହାର ନାଁ ‘କିଛି ସ୍ମୃତି କିଛି ଅନୁଭୂତି’ | ଆପଣ ମାନଙ୍କ ମୂଲ୍ୟବାନ ମତାମତ ଦେବାକୁ ଜମାରୁ ଭୁଲିବେନି | ଧନ୍ୟବାଦ |

Please Like, Share and Subscribe to Abhigam TV YouTube channel.
This will encourage us.

Related Articles

Back to top button