ଏମିତି ମଣିଷଟିଏ | ଇଏ କେମିତିକା ଜୀବନ

ସେ ହାତୁଡି , ନିହାଣ ଧରିଲେ ପଥରରେ ଜୀବନ ଭରିଯାଏ | କଥା କହନ୍ତି ପ୍ରତିମା | ବିଶୁ ମହାରଣାଙ୍କ ଯଥାର୍ଥ ଦାୟାଦ ସେ | କଳା ର କୋଣାର୍କର ସେ ଉପଯୁକ୍ତ ଉତ୍ତରାଧିକାରୀ | ସେ ହେଉଛନ୍ତି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସୁଖ୍ୟାତ ଶିଳ୍ପୀ ଲିଙ୍ଗରାଜ ମହାରଣା |

 

ରଚନା : ହିମାଂଶୁ ଓଝା

ପରିକଳ୍ପନା : ଇଂ. ଦିଲୀପ ପଟ୍ଟନାୟକ

କ୍ରିଏଟିଭ ହେଡ଼ : ଏମ. କୁମାର

ମୁଖ୍ୟ ପରାମର୍ଶଦାତା : ବିପିନ ବିହାରୀ ସାହୁ

ସହଯୋଗୀ ନିର୍ଦ୍ଦେଶନା : ଶଶିକାନ୍ତ ପ୍ରଡକ୍ସନ

ଡିଜାଇନର : ସନ୍ତୋଷ ନାୟକ ( ଭିକି ) କ୍ୟାମେରା ହେଡ଼ : ସୁଶାନ୍ତ ବାରିକ

କ୍ୟାମେରା ଓ ଶବ୍ଦ : ନିର୍ମଳ ସେଠୀ

ପୋଷ୍ଟ -ପ୍ରଡକ୍ସନ : ଏସ. ଏମ. କ୍ରିଏସନ, ଭୁବନେଶ୍ୱର

ବର୍ଣ୍ଣନା, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା : ମାନସ ପରିଡା

 

ଓଡିଶାକୁ ଆଜି ବିଶ୍ଵଦରବାରରେ ପହଞ୍ଚେଇବା ପାଇଁ ଯେଉଁମାନଙ୍କ ଅବଦାନ ରହିଛି , ସେମାନଙ୍କୁ ଆମେ ପରିଚିତ କରାଇବୁ ଆମର ଏହି ପ୍ଲାଟଫର୍ମ ମାଧ୍ୟମରେ। ତାଙ୍କ ଆତ୍ମଜୀବନୀ ନିଶ୍ଚିତଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ। ବଣ ମଲ୍ଲି ବଣରେ ଫୁଟି ଝଡି ଯିବା ପାଇଁ ନୁହେଁ ବରଂ ତାର ସୁଗନ୍ଧ ସମସ୍ତଙ୍କ ନିକଟରେ ପହଞ୍ଚେଇବା ପାଇଁ , ଅଭିଗମ ଟିଭି ତାର ପ୍ରଚେଷ୍ଟା ଜାରି ରଖିବ ତାର ଏହି କାର୍ଯ୍ୟକ୍ରମ ମାଧ୍ୟମରେ। ଯାହାର ନାଁ ‘ଏମିତି ମଣିଷଟିଏ ‘। ଆପଣମାନଙ୍କ ମୂଲ୍ୟବାନ ମତାମତ ଆମ ପାଇଁ ସ୍ନେହ , ଶ୍ରଦ୍ଧା ଆଉ ଆଶୀର୍ବାଦ। ଧନ୍ୟବାଦ।

Related Articles

Back to top button