‘ପବିତ୍ର ବନ୍ଧନ’ – ଭାଇ ଭଉଣୀଙ୍କ ପାଇଁ ଦିନଟିଏ

ଭାଇ – ଭଉଣୀର ପବିତ୍ର ସମ୍ପର୍କ, ସେହି ଏକା ମୁକ ସାକ୍ଷୀ;

ସେନେହ ମମତା ଦେଇ ଅତୁଟ ରଖିବ, ଭାଇ ହାତେ ବାନ୍ଧି ରାକ୍ଷୀ ।

ପବିତ୍ର ‘ରାକ୍ଷୀ ପୁର୍ଣିମା’ ଅବସରରେ ଅଗଣିତ ଦର୍ଶକ ମାନଙ୍କୁ ଆମର ଢେର ସାରା ଶୁଭକାମନା । ଏହି କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର ଭାବେ ପରିବେଷଣ କରିବା ପାଇଁ ଆମେ ଅନେକ ହିନ୍ଦୀ, ଓଡ଼ିଆ ଗୀତର ସାହାଯ୍ୟ ନେଇଛୁ । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସେମାନଙ୍କୁ ମଧ୍ୟ ଶ୍ରେୟ ଯାଉଛି | ଭାଇ-ଭଉଣୀର ସମ୍ପର୍କକୁ ଆଉ ଥରେ ବୁଝିବା ପାଇଁ ଏହି କାର୍ଯ୍ୟକ୍ରମ ଉପରେ ଟିକେ ନଜର ପକାନ୍ତୁ। ଆଶା କରିବୁ ଏହି କାର୍ଯ୍ୟକ୍ରମ ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ। ଆଉ ହଁ, ଆପଣମାନଙ୍କ ମୂଲ୍ୟବାନ ମତାମତ ଦେବାକୁ ଜମାରୁ ଭୁଲିବେନି ।

 

କ୍ରିଏଟିଭ ହେଡ଼ : ଏମ କୁମାର

ମୁଖ୍ୟ ପରାମର୍ଶଦାତା : ବିପିନ ବିହାରୀ ସାହୁ

କ୍ୟାମେରା ଓ ଶବ୍ଦ : ଏମ କୁମାର

ସମ୍ପାଦନା : ଏମ ସୋମାଲୀନ

ପୋଷ୍ଟ -ପ୍ରଡକ୍ସନ : ଏସ. ଏମ. କ୍ରିଏସନ, ଭୁବନେଶ୍ୱର

ପ୍ରଯୋଜିକା : ସୌମ୍ୟସ୍ମିତା ପଟ୍ଟନାୟକ

ପରିକଳ୍ପନା ଓ ନିର୍ଦ୍ଦେଶନା : ମାନସ ପରିଡା

Related Articles

Back to top button