‘ତାଙ୍କ ବିନା ସବୁ କାହାଣୀ ଅଧା’ | Special Program On ‘International Day for Older Persons’

”ତାଙ୍କ ବିନା ସବୁ କାହାଣୀ ଅଧା” ‘ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ’ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

ଯାହାଙ୍କ ହାତ ଧରି ଦୁନିଆ ଦାଣ୍ଡରେ ଆମେ ବାଟ ଚାଲୁ, ଯିଏ ନିଜ କାନ୍ଧରେ ସମାଜର ପରମ୍ପରା, ସଂସ୍କୃତି ବହନ କରନ୍ତି, କୁହନ୍ତି ତାଙ୍କ ବିନା ସବୁ କାହାଣୀ ଅଧା, ସେ ହେଉଛନ୍ତି ଆମ ବାପା, ମା, ଦାଦା, ଖୁଡି, ଜେଜେବାପା, ଜେଜେ ମା ଇତ୍ୟାଦି…

ଯେଉଁମାନେ ଆମର ଗୁରୁଜନ ବା ବରିଷ୍ଠ ନାଗରିକ। ଆମ ସମାଜରେ ବରିଷ୍ଠ ନାଗରିକମାନଙ୍କର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କ ଅବଦାନକୁ ପ୍ରଶଂସା କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୧ ରେ ପାଳନ କରାଯାଏ ‘ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ’।

କ୍ରିଏଟିଭ ହେଡ଼ : ଏମ. କୁମାର

ଅତିଥି : ବରିଷ୍ଠ ଅଭିନେତା ଓ ମଂଚ ନିର୍ଦ୍ଦେଶକ ରମାକାନ୍ତ ମହାପାତ୍ର

ଉପସ୍ଥାପନା : ସ୍ୱସ୍ତିଦୀପା ପଟ୍ଟନାୟକ

କ୍ୟାମେରା ଓ ଶବ୍ଦ : ସୁଶାନ୍ତ ବାରିକ

ମୁଖ୍ୟ ପରାମର୍ଶଦାତା : ବିପିନ ବିହାରୀ ସାହୁ

ପୋଷ୍ଟ -ପ୍ରଡକ୍ସନ : ଏସ. ଏମ. କ୍ରିଏସନ, ଭୁବନେଶ୍ୱର

ପରିକଳ୍ପନା : ଇଂ. ଦିଲ୍ଲୀପ ପଟ୍ଟନାୟକ

ନିର୍ଦ୍ଦେଶନା : ମାନସ ପରିଡା

 

ଏହି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ। ଧନ୍ୟବାଦ।

Related Articles

Back to top button