ପିଟ୍କେର୍ନରେ ଭୂକମ୍ପ
ପିଟ୍କେର୍ନ: ପିଟକେର୍ନ ଦ୍ୱୀପରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଥିବା ନ୍ୟାଶନାଲ ସେଣ୍ଟର ଫର୍ ସିମୋଲୋଜି ସୂଚନା ଦେଇଛି। ଭୂକମ୍ପରେ ଏଯାଏ କୌଣସି ଧନଜୀବନ ହାନି ହୋଇଥିବା ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।