ଇସ୍ତଫା ଦେଲେ ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ: ଜାତୀୟ ଏକତା ମିଳିତ ସରକାର ଭଙ୍ଗିବା ପରେ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମିଳିତ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ସଦସ୍ୟମାନେ ଟ୍ରଷ୍ଟ ଭୋଟ୍‌ରେ ଅଂଶଗ୍ରହଣ ନ କରିବା ପରେ ପ୍ରଧାନମନ୍ତ୍ରୀ ମାରିଓଙ୍କୁ ଇସ୍ତଫା ଦେବାକୁ ପଡିଛି। ଏବେ ଦେଶରେ ପୁଣି ଥରେ ନିର୍ବାଚନ ଅନୁଷ୍ଠିତ ହେବ।

Related Articles

Back to top button