ଓଡ଼ିଶା
-
ଏସଏଚଜିକୁ ଏସଏମ୍ଇରେ ରୂପାନ୍ତରଣ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ – ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ କହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମେକ୍ ଇନ୍ ଓଡିଶା କନକ୍ଲେଭରେ ଆଜି ମହିଳା ଉଦ୍ୟୋଗୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ରାଜ୍ୟରେ…
Read More » -
‘ଜଗନ୍ନାଥ ସାରା ବିଶ୍ୱର, ତାଙ୍କ ନାଁରେ ବିଶ୍ୱର ବ୍ୟାପକତା ରହିଛି’ – ତଥାଗତ ସତପଥି
ଭଦ୍ରକ: ଢେଙ୍କାନାଳର ପୂର୍ବତନ ସାଂସଦ ତଥା ଧରିତ୍ରୀ ସମ୍ପାଦକ ତଥାଗତ ସତପଥୀଙ୍କ ମୁହଁରେ ଜଗନ୍ନାଥ ତତ୍ତ୍ୱ ! ସେତିକି ନୁହେଁ, ଜଗନ୍ନାଥଙ୍କ ତତ୍ତ୍ୱ ସହ ଓଡ଼ିଶାର ସଂସ୍କୃତି…
Read More » -
ମହାପ୍ରଭୁଙ୍କ ସୁନାବେଶର ଆଉ ଏକ ଆଭୂଷଣ ସେଟ୍ ତିଆରି ହେବ
ପୁରୀ : ମହାପ୍ରଭୁଙ୍କ ସୁନାବେଶର ଆଉ ଏକ ଆଭୂଷଣ ସେଟ୍ ତିଆରି କରାଯିବ । ଏହି ଅତିରିକ୍ତ ସେଟ୍ର ପ୍ରାରମ୍ଭିକ ଡିଜାଇନ ପ୍ରସ୍ତୁତ କରାଯାଉଛି । କାର୍ତ୍ତିକ…
Read More » -
ଓଟିଏମକୁ ରାଜ୍ୟ ସରକାର ନିଜ ଦଖଲ ନେବାରେ ବିଳମ୍ବ ପାଇଁ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ
କଟକ: ସରକାରୀ ଉଦ୍ୟୋଗ ଓଡ଼ିଶା ଟେକ୍ସଟାଇଲ୍ ମିଲ୍ସ (ଓଟିଏମ୍) ଅଧିଗ୍ରହଣରେ ଓଡ଼ିଶା ସରକାରଙ୍କ ଅପ୍ରତ୍ୟାଶିତ ବିଳମ୍ବକୁ ନେଇ ଶୁକ୍ରବାର ଓଡ଼ିଶା ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦିଓ…
Read More » -
ଯାଜପୁର ଜିଲ୍ଲା ଦର୍ପଣ ତହସିଲ ପକ୍ଷରୁ ବଡ଼ଗେଙ୍ଗୁଟି ନଦୀ ଶଯ୍ୟା ବାଲିଘାଟ ଓ ଧାଉଡିଆପଦା ପାହାଡ଼ରେ ୧୪୪ ଧାରା
ଚଣ୍ଡିଖୋଲ: ବାଲିଘାଟ ଓ ପାହାଡ଼ରେ ୧୪୪ ଧାରା ଲାଗୁ । ଯାଜପୁର ଜିଲ୍ଲା ଦର୍ପଣ ତହସିଲ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ତହସିଲଦାରଙ୍କ ଉପସ୍ଥିତିରେ…
Read More » -
ବରିଷ୍ଠ ସାମ୍ୱାଦିକ ବୈଷ୍ଣବ ଚରଣ ଜେନାଙ୍କ ହୃଦଘାତରେ ଦେହାନ୍ତ
ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ୱକାର ବୈଷ୍ଣବ ଜେନାଙ୍କ ପରଲୋକ । ଆଜି ଭୋର ସମୟରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ…
Read More » -
ଖଲ୍ଲିକୋଟ ଆରସିଏମ କଲେଜରେ ରାଗିଂ ଅଭିଯୋଗ
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଆରସିଏମ କଲେଜରୁ ଆସିଛି ରାଗିଂ ଅଭିଯୋଗ । କଲେଜର ବାର୍ଷିକ ଉତ୍ସବ ଚାନ୍ଦା ଆଦାୟକୁ ନେଇ ଜଣେ ସିନିୟର ଛାତ୍ର ଅଣ…
Read More » -
ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ଇଡିରେ ହାଜର ହେଲେ ହୋଟେଲ ମାଲିକ ଶିବ ପ୍ରସାଦ
ଭୁବନେଶ୍ୱର: ବ୍ଲାକମେଲର ଅର୍ଚ୍ଚନା ନାଗ କେଳେଙ୍କାରୀରେ ହୋଟେଲ ଲିଙ୍କ ନେଇ ଚାଲିଛି ଇଡିର ତଦନ୍ତ । ଅଶୋକ ନଗର ସ୍ଥିତ ତାଜ ଓଡିଶା ହୋଟେଲ ମାଲିକ ଶିବ…
Read More » -
ମେଡିକାଲ କଲେଜରେ ନିଯୁକ୍ତି ପାଇବେ ୨୭୪ ଜଣ ସହକାରୀ ପ୍ରଫେସର: ଓପିଏସସିକୁ ସ୍ୱାସ୍ଥ୍ୟ ବିଭାଗର ଚିଠି
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମେଡିକାଲ କଲେଜମାନଙ୍କରେ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ । ଏହି ପଦବୀ ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ ନେଇ ରାଜ୍ୟ ସରକାରଙ୍କ ତରଫରୁ…
Read More » -
ବ୍ରହ୍ମପୁର ଏସ୍ଡିଜେଏମ୍ଙ୍କ କୋର୍ଟରେ ମହିଳାଙ୍କ ଆତ୍ମାହୂତି ଉଦ୍ୟମ
ବ୍ରହ୍ମପୁର: ବ୍ରହ୍ମପୁର ଏସ୍ଡିଜେଏମ୍ଙ୍କ କୋର୍ଟ ପରିସରରେ ଜଣେ ମହିଳା ଆତ୍ମାହୂତି ଉଦ୍ୟମ କରିଛନ୍ତି। ନିଜ ଦେହରେ ପେଟ୍ରୋଲ୍ ଢ଼ାଳି ଆତ୍ମାହୂତି ଉଦ୍ୟମ କରୁଥିବା ବେଳେ କୋର୍ଟରେ ମୂତୟନ…
Read More »