ଓଡ଼ିଶା
-
ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟ: ୨ଟି ମୋବାଇଲ୍ ଫୋନ ମିଳିଲା, ସସ୍ପେନ୍ସ ଜାରି
ଭୁବନେଶ୍ଵର: ସନ୍ଦେହ ଘେରରେ ପୁରୀ ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା । ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ଚର୍ଚ୍ଚା। ଜିଲ୍ଲା ପରିଷଦ…
Read More » -
ସରକାରୀ ଚିକିତ୍ସାଳୟରେ ବିଶୃଙ୍ଖଳା ରୋକିବାକୁ ଜିଲାପାଳ, ଏସ୍ପିଙ୍କୁ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ଚିଠି
ଭୁବନେଶ୍ବର: ସମ୍ବଲପୁର ସମେତ ଗତ କିଛି ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀମାନେ ରୋଗୀ ସଂପର୍କୀୟଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଛନ୍ତି। ଏହାକୁ…
Read More » -
ଓଡ଼ିଆ ପୁଅ ୱିଙ୍ଗ୍ କମାଣ୍ଡର ଚିନ୍ମୟ ପାତ୍ର ପାଇଲେ ବାୟୁ ସେନା ପଦକ
ରାଉରକେଲା: ଓଡ଼ିଆ ପୁଅ ଚିନ୍ମୟ ପାତ୍ରଙ୍କୁ ବାୟୁସେନା ପଦକ । ‘ଅପରେସନ୍ ତ୍ରିବେଣୀ’ରେ ଅସାମାନ୍ୟ ସାହସ ପ୍ରଦର୍ଶନ କରିଥିବା ଓଡ଼ିଆ ପୁଅ ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର୍…
Read More » -
ପାଣି ଘେରରେ ପାଟଣାଗଡ଼ ଯାତ୍ରା ପଡ଼ିଆ
ପାଟଣାଗଡ଼: ପାଟଣାଗଡ଼ ପ୍ରସିଦ୍ଧ ଐତିହାସିକ ବଏଲ ଯାତ୍ରାର ଏକ ପ୍ରମୁଖ ପରମ୍ପରା ଝାରବଏଲ ଯାତ୍ରା ଦିନକ ପରେ ଅନୁଷ୍ଠିତ ହେବ । କିନ୍ତୁ ସାମାନ୍ୟ ବର୍ଷାରେ ଯାତ୍ରା…
Read More » -
ନକଲି ଔଷଧ କାରବାର: ୩ ଦିନରେ ୨୨ ଲକ୍ଷର ନକଲି ଔଷଧ କଟକରେ ଜବତ
କଟକ: ସିଲଭିର ସିଟିରେ ଚିନ୍ତା ବଢାଇଛି ନକଲି ଔଷଧ କାରବାର । ପୁଣି ନକଲି ଔଷଧ ଜବତ ହୋଇଛି । ଗତ ୩ ଦିନରେ ୩ଟି ଫର୍ମାସୀରୁ…
Read More » -
କଣ୍ଟାବାଞ୍ଜି ଲଜ୍ରୁ ଟଙ୍କା ଜବତ ଘଟଣା: ଏସ୍ପିଙ୍କ ରିପୋର୍ଟରେ ଏସଡିପିଓ ହୃଷିକେଶ ମେହରଙ୍କ ଉପରେ ସନ୍ଦେହ କେନ୍ଦ୍ରୀଭୂତ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପୁଲିସର ଟଙ୍କା ହେରଫେର ମାମଲାକୁ ନେଇ ଥମୁନି ଚର୍ଚ୍ଚା । ଏପର୍ଯ୍ୟନ୍ତ ଏହି ଘଟଣା ଉପରୁ ପରଦା ହଟି ନ ଥିବା…
Read More » -
୧୧ ବିଧାୟକ, ୧୯ ମନ୍ତ୍ରୀଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ
ଭୁବନେଶ୍ୱର: ପ୍ରାୟ ୩ ମାସର ବ୍ୟବଧାନ ପରେ ରାଜ୍ୟ ସରକାର ଜିଲ୍ଲା ଯୋଜନା କମିଟିଗୁଡ଼ିକର ପୁର୍ନଗଠନ କରିଛନ୍ତି। ୧୧ ବିଧାୟକ ଓ ୧୯ ମନ୍ତ୍ରୀଙ୍କୁ ସମସ୍ତ ୩୦…
Read More » -
ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ପୁତ୍ର ଚୋରି ପରେ ଲୋକଙ୍କୁ ସତର୍କ କଲା ପୋଲିସ
ଭୁବନେଶ୍ୱର: ହସ୍ପିଟାଲରୁ ଛୁଆ ଚୋରି । ଗୁରୁବାର ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ୭ ମାସର ଶିଶୁପୁତ୍ର ଚୋରି ପରେ ପୋଲିସ ସତର୍କ କରାଇଛି । ଶିଶୁ…
Read More » -
୨ ବର୍ଷ ପରେ ଏବର୍ଷ ଧବଳେଶ୍ୱର ପୀଠରେ ବଡ଼ ଓଷା ପାଳନ ଲାଗି ଭକ୍ତଙ୍କୁ ଅନୁମତି
ଆଠଗଡ଼: ଚଳିତ ବର୍ଷ ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ନଭେମ୍ବର ୬ ତାରିଖରେ ବଡ଼ଓଷା ପାଳିତ ହେବ । ଏହାପରେ ୭ ତାରିଖ ସକାଳେ ମିଳିବ ଗଜଭୋଗ ।…
Read More » -
ବାଲିଯାତ୍ରା ରିଭର ଫ୍ରଣ୍ଟ ଇମ୍ପ୍ରୁଭମେଣ୍ଟ କେବଳ ୩୪ ଏକର ଜମିରେ ସୀମିତ ରହିବ: ଏନ୍ଜିଟି
କଟକ: ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ବାଲିଯାତ୍ରା ରିଭର ଫ୍ରଣ୍ଟ ଇମ୍ପ୍ରୁଭମେଣ୍ଟ -BARFI ପ୍ରକଳ୍ପକୁ NGT ଝଟକା। ପ୍ରକଳ୍ପ ଲାଗି ଚିହ୍ନଟ ସମ୍ପୂର୍ଣ୍ଣ ୪୬୨ ଏକର ଜମି…
Read More »