ଓଡ଼ିଶା
-
ପୋଲସରାରେ ଖୋଲିବ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ
ଭୁବନେଶ୍ବର: ଗଞ୍ଜାମ ଜିଲା ପୋଲସରାରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ(ଆଇଟିଆଇ) ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହା ଫଳରେ ଗଞ୍ଜାମ ଜିଲାରେ ସରକାରୀ…
Read More » -
ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ୧୬ଟି ଦେଶର ପ୍ରତିନିଧିଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୩ୟ ମେକ୍ ଇନ ଓଡ଼ିଶା ସମ୍ମିଳନୀକୁ ସଫଳ କରିବା ପାଇଁ ଓଡ଼ିଶା ସରକାର…
Read More » -
ନୂଆଖାଇ ପରଦିନ ସମ୍ବଲପୁର ଓ ବରଗଡ଼ ଜିଲା ପାଇଁ ସ୍ବତନ୍ତ୍ର ଛୁଟି ଘୋଷଣା
ଭୁବନେଶ୍ବର: ନୂଆଖାଇ ପରଦିନ ଦୁଇଟି ଜିଲା ପାଇଁ ସ୍ବତନ୍ତ୍ର ଛୁଟି ଘୋଷଣା। ଶୁକ୍ରବାର ସମ୍ବଲପୁର ଓ ବରଗଡ଼ ଜିଲା ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ…
Read More » -
ଓଡ଼ିଶାରେ ସର୍ବାଧିକ ମହିଳା ସାଇବର କ୍ରାଇମର ଶିକାର, ଯୌତୁକ ପାଇଁ ହତ୍ୟା ବଢୁଛି ରାଜ୍ୟରେ : ଏନସିଆରବି ରିପୋର୍ଟ
ଭୁବନେଶ୍ୱର: ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ (NCRB) ପକ୍ଷରୁ ୨୦୨୧ ବର୍ଷର ଅପରାଧ ରିପୋର୍ଟ ପ୍ରକାଶ ପାଇଛି । ୨୦୧୯ରୁ ୨୦୨୧ ତିନି ବର୍ଷ ରିପୋର୍ଟ ଦେଖିଲେ ଦେଶରେ…
Read More » -
ପାର୍ବଣ ବେଳେ ବଟି ମାଗିଲେ ବାନ୍ଧିବ ପୁଲିସ
ଭୁବନେଶ୍ୱର : ପାର୍ବଣ ବେଳେ ବଟି ମାଗିଲେ ବନ୍ଧା ହେବେ। ବଟି ଆଦାୟକାରୀଙ୍କୁ ସାବଧାନ କରାଇ ଦେଇଛି ଓଡିଶା ପୁଲିସ। ଗଣେଶ ପୂଜା ଠାରୁ ଆରମ୍ଭ ହୋଇଯାଇଥାଏ…
Read More » -
ବନ୍ୟା ଉଜାଡ଼ିଦେଇଛି ଚାଷୀଙ୍କ ଫସଲ, ୧ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ନଷ୍ଟ
ଭୁବନେଶ୍ୱର : ବନ୍ୟାର ବିଭୀଷିକା ପରେ ବନ୍ୟାରେ କ୍ଷୟକ୍ଷତି ହୋଇଥିବା ନେଇ ରିପୋର୍ଟ ଆସିଛି । ବନ୍ୟା ଉଜାଡ଼ିଦେଇଛି ଚାଷୀଙ୍କ ଫସଲ। ଜିଲ୍ଲା ପ୍ରଶାସନ ରାଜସ୍ୱ ବିଭାଗକୁ…
Read More » -
ଗଣେଶ ପୂଜା ଅବସରରେ ବାଲୁକା କଳା ମାଧ୍ୟମରେ ବିଶ୍ବ ଶାନ୍ତିର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ମାନସ
ପୁରୀ: ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଗଣେଶ ପୂଜା ଅବସରରେ ପୁରୀ ଲାଇଟ ହାଉସ ବେଳାଭୂମିରେ ପ୍ରଭୁ ଗଜାନନଙ୍କର ବାଲୁକା ମୂର୍ତ୍ତି ନିର୍ମାଣ…
Read More » -
ଲାଞ୍ଚ ନେଇ ଧରାପଡ଼ିଥିବା ଏମକେସିଜିର ୨ ନର୍ସ ନିଲମ୍ବିତ
ବ୍ରହ୍ମପୁର: ଲାଞ୍ଚ ନେଇ ଧରାପଡ଼ିଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଦୁଇ ଜଣ ନର୍ସଙ୍କୁ ନିଲମ୍ବନ କରାଯାଇଛି । ପ୍ରାଥମିକ ତଦନ୍ତରୁ…
Read More » -
ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଅଭିନେତ୍ରୀ ବର୍ଷାଙ୍କୁ ଶାଶୂଘର ଛାଡ଼ିବାକୁ କୋର୍ଟଙ୍କ ନିର୍ଦ୍ଦେଶ
କଟକ: ଅଭିନେତ୍ରୀ ବର୍ଷା ଛାଡ଼ିବେ ଶାଶୂଘର । ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଏସ୍ଡିଜେଏମ୍ଙ୍କ ରାୟକୁ କାଏମ୍ ରଖିଲେ କଟକ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ।…
Read More » -
ଏଣିିକି ବିନା ଫିଟ୍ନେସ୍ରେ ଚାଲୁଥିବା ଅଳିଆ ଗାଡିର ହେବ ଯାଞ୍ଚ: ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ
ଭୁବନେଶ୍ୱର: ବିନା ଫିଟନେସରେ ଚାଲୁଥିବା ଅଳିଆ ଗାଡ଼ିର ହେବ ଯାଞ୍ଚ। ଏହି ସୁଚନା ଦେଇଛନ୍ତି ଭୁବନେଶ୍ବର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ। ବିଏମସି ଅଧିନରେ…
Read More »