ପ୍ରଚାର ପାଇଁ ଯାଇଥିବା ବେଳେ ଯାଞ୍ଚ ହେଲା ପାଣ୍ଡିଆନଙ୍କ ହେଲିକପ୍ଟର

ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି। ଉମରକୋଟରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପାଣ୍ଡିଆନ ପ୍ରଚାର ପାଇଁ ଯାଇଥିବା ବେଳେ ତାଙ୍କ ହେଲିକପ୍ଟରର ଯାଞ୍ଚ ହୋଇଛି। ପ୍ରାୟ ୨୦-୨୫ ମିନିଟ୍ ଧରି ଯାଞ୍ଚ ହୋଇଥିଲା। ତେବେ କିଛି ମିଳି ନ ଥିବା ସୂଚନା ମିଳିଛି।

Related Articles

Back to top button