କହିବି କାହାକୁ ଶୁଣିବ କିଏ | ‘ଜି’ ଫର ଜେଣ୍ଟେଲମ୍ୟାନ | Dillip Pattnayak

ବିପଦ-ଆପଦ ବେଳେ ଦୁଃଖ ଦୂର କରେ, ଛାଇ ଭଳି ଠିଆ ହୁଏ ; ବାସ୍ତବ ଜୀବନର ପ୍ରେରଣାଦାୟକ କାହାଣୀ ‘କହିବି କାହାକୁ ଶୁଣିବ କିଏ ‘।

 

ବାସ୍ତବ ଜୀବନର ଘଟଣାବଳୀକୁ ନେଇ ମଣିଷ ଚିନ୍ତିତ ସବୁବେଳେ, ସବୁସମୟରେ। ଦୁଃଖ ବା ବିଷାଦ ବଢିଗଲେ କେହି କେହି ଭୁଲ ରାସ୍ତା ମଧ୍ୟ ବାଛି ନିଅନ୍ତି। ସେହି ବିଷାଦଗ୍ରସ୍ଥ ଓ ପଥଭ୍ରଷ୍ଟ ମଣିଷମାନଙ୍କ ପାଇଁ ଆମର ଏହି କାର୍ଯ୍ୟକ୍ରମ ସଂଜୀବନୀ ପାଲଟିବ। ଖାଲି ସେତିକି ନୁହେଁ ଏହି କାର୍ଯ୍ୟକ୍ରମ ସମସ୍ତ ବର୍ଗର ଲୋକମାନଙ୍କ ପାଇଁ ଉଦିଷ୍ଟ। ଶିକ୍ଷଣୀୟ କଥା, ପ୍ରେରଣାଦାୟକ କାହାଣୀ ଯାହାର ନାଁ ”କହିବି କାହାକୁ ଶୁଣିବ କିଏ ‘। ଆପଣ ମାନଙ୍କ ମୂଲ୍ୟବାନ ମତାମତ ଦେବାକୁ ଜମାରୁ ଭୁଲିବେନି।

କାହାଣୀ ଓ ଉପସ୍ଥାପନା : ଇଂ. ଦିଲ୍ଲୀପ ପଟ୍ଟନାୟକ

କ୍ରିଏଟିଭ ହେଡ଼ : ମାନସ କୁମାର

ମୁଖ୍ୟ ପରାମର୍ଶଦାତା : ବିପିନ ବିହାରୀ ସାହୁ

ଚିତ୍ରୋତ୍ତୋଳନ ଓ ଶବ୍ଦ : ନିର୍ମଳ

ପୋଷ୍ଟ -ପ୍ରଡକ୍ସନ : ଏସ. ଏମ. କ୍ରିଏସନ

 

 

Related Articles

Back to top button