ପୂଜା ପାଇଁ ଚାନ୍ଦା | କହିହେଉନି କି ସହିହେଉନି | EP-1 | Odia Standup Comedy

କହିହେଉନି କି ସହିହେଉନି | ଅଧ୍ୟାୟ-୧ | ପୂଜା ପାଇଁ ଚାନ୍ଦା | ହାସ୍ୟ କଳାକାର ରଞ୍ଜନ ସାମଲ

ଦୈନନ୍ଦିନ ଜୀବନର ବ୍ୟସ୍ତତା ଭିତରେ ମଣିଷ ବଂଚିବା ପାଇଁ ଅହରହ ସଂଗ୍ରାମ କରୁଛି। ସୁଖ ପାଇବା ଆଶାରେ ହାତ ପାହାନ୍ତାରେ ଥିବା ଛୋଟ ଛୋଟ ଖୁସିକୁ ହରେଇ ବସୁଛି ନିଜ ଅଜାଣତରେ। ସେଇମାନଙ୍କ ଜୀବନରେ ମୂଲ୍ୟବାନ ଖୁସି ଟିକକ ଆଣିବା ପାଇଁ ଅଭିଗମ ଟିଭିର ଏକ ସୁନ୍ଦର ପ୍ରୟାସ ” କହିହେଉନି କି ସହିହେଉନି ”। ଆପଣଙ୍କର ଭଲପାଇବା ଓ ଆଶୀର୍ବାଦ ମିଳିଲେ ଆମେ ଆହୁରି ଭଲ ଭଲ କାର୍ଯ୍ୟକ୍ରମମାନ ଭେଟି ଦେବୁ ବୋଲି ଆମେ ଆଶା ରଖିଛୁ। ଧନ୍ୟବାଦ।

Odia Standup Comedy

ଉପସ୍ଥାପକ : ହାସ୍ୟ କଳାକାର ରଞ୍ଜନ ସାମଲ

କ୍ରିଏଟିଭ ହେଡ଼ : ଏମ. କୁମାର

ମୁଖ୍ୟ ପରାମର୍ଶଦାତା : ବିପିନ ବିହାରୀ ସାହୁ

କ୍ୟାମେରା ଓ ଶବ୍ଦ : ସୁଶାନ୍ତ ବାରିକ

ପୋଷ୍ଟ -ପ୍ରଡକ୍ସନ : ଏସ. ଏମ. କ୍ରିଏସନ, ଭୁବନେଶ୍ୱର

ପରିକଳ୍ପନା : ଇଂ. ଦିଲୀପ ପଟ୍ଟନାୟକ

ରଚନା ଓ ନିର୍ଦ୍ଦେଶନା : ମାନସ ପରିଡା

Related Articles

Back to top button