ଏମିତି ମଣିଷଟିଏ | ଚିତ୍ରକଳାର ଜଗତର ମହାସିନ୍ଧୁ ‘କ୍ଷୀରସିନ୍ଧୁ ଭୋଇ’ | Khirasindhu Bhoi

ଚିତ୍ରକଳା ଜଗତର ମହାସିନ୍ଧୁ ‘କ୍ଷୀରସିନ୍ଧୁ ଭୋଇ’

ହାତ ତାଙ୍କର କଥା କହେ। ସେହି ହାତର ତୂଳୀ ସ୍ପର୍ଶରେ ଜୀବନ୍ତ ହୋଇଉଠେ କାନ୍‌ଭାସ୍‌, ମାଟିରେ ସଞ୍ଚରିଯାଏ ସୃଜନଶୀଳତା । ଯାଦୁଗର ଭଳି ସେ ଚଳାଇପାରନ୍ତି ବିଭିନ୍ନ ବର୍ଜ୍ୟସାମଗ୍ରୀର ଭାଗ୍ୟ । ଦିଅନ୍ତି ନୂତନ ଓ ଆକର୍ଷଣୀୟ ରୂପ | ସେ ହେଉଛନ୍ତି ଓଡ଼ିଶା ଚିତ୍ରକଳା ଜଗତର ଅନନ୍ୟ ଚିତ୍ରଶିଳ୍ପୀ -କ୍ଷୀରସିନ୍ଧୁ ଭୋଇ । ଭବାନୀପାଟଣା ରୁ ତାଙ୍କ ପ୍ରତିଭା ବ୍ୟାପ୍ତ ହୋଇଛି ଦେଶ ଓ ବିଦେଶକୁ ।

ରଚନା : ହିମାଂଶୁ ଓଝା

ପରିକଳ୍ପନା : ଇଂ. ଦିଲୀପ ପଟ୍ଟନାୟକ

କ୍ରିଏଟିଭ ହେଡ଼ : ଏମ. କୁମାର

ମୁଖ୍ୟ ପରାମର୍ଶଦାତା : ବିପିନ ବିହାରୀ ସାହୁ

ସହଯୋଗୀ ନିର୍ଦ୍ଦେଶନା : ଶଶିକାନ୍ତ

ପ୍ରଡକ୍ସନ ଡିଜାଇନର : ସନ୍ତୋଷ ନାୟକ ( ଭିକି )

କ୍ୟାମେରା ହେଡ଼ : ସୁଶାନ୍ତ ବାରିକ

କ୍ୟାମେରା ଓ ଶବ୍ଦ : ନିର୍ମଳ ସେଠୀ

ପୋଷ୍ଟ -ପ୍ରଡକ୍ସନ : ଏସ. ଏମ. କ୍ରିଏସନ, ଭୁବନେଶ୍ୱର

ବର୍ଣ୍ଣନା ଓ ନିର୍ଦ୍ଦେଶନା : ମାନସ ପରିଡା

ଓଡିଶାକୁ ଆଜି ବିଶ୍ଵଦରବାରରେ ପହଞ୍ଚେଇବା ପାଇଁ ଯେଉଁମାନଙ୍କ ଅବଦାନ ରହିଛି , ସେମାନଙ୍କୁ ଆମେ ପରିଚିତ କରାଇବୁ ଆମର ଏହି ପ୍ଲାଟଫର୍ମ ମାଧ୍ୟମରେ। ତାଙ୍କ ଆତ୍ମଜୀବନୀ ନିଶ୍ଚିତଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ। ବଣ ମଲ୍ଲି ବଣରେ ଫୁଟି ଝଡି ଯିବା ପାଇଁ ନୁହେଁ ବରଂ ତାର ସୁଗନ୍ଧ ସମସ୍ତଙ୍କ ନିକଟରେ ପହଞ୍ଚେଇବା ପାଇଁ ‘ ଅଭିଗମ ଟିଭି ତାର ପ୍ରଚେଷ୍ଟା ଜାରି ରଖିବ ତାର ଏହି କାର୍ଯ୍ୟକ୍ରମରେ। ଯାହାର ନାଁ ‘ଏମିତି ମଣିଷଟିଏ’। ଆପଣମାନଙ୍କ ମୂଲ୍ୟବାନ ମତାମତ ଆମ ପାଇଁ ସ୍ନେହ , ଶ୍ରଦ୍ଧା ଆଉ ଆଶୀର୍ବାଦ। ଧନ୍ୟବାଦ।

Related Articles

Back to top button