କିଛି ସ୍ମୃତି କିଛି ଅନୁଭୂତି EP-2: କୋଟପାଡ଼ର ଗର୍ବ ପଦ୍ମଶ୍ରୀ ଗୋବର୍ଦ୍ଧନ ପନିକା

କିଛି ସ୍ମୃତି କିଛି ଅନୁଭୂତି: ଅଧ୍ୟାୟ -୨ | କୋଟପାଡ଼ର ଗର୍ବ ପଦ୍ମଶ୍ରୀ ଗୋବର୍ଦ୍ଧନ ପନିକା

ପଞ୍ଚମ ପଢିଲା ବେଳେ କାହିଁକି ପାଠରେ ଡୋରି ବାନ୍ଧିଥିଲେ ବୁଣାକାର ତଥା ପଦ୍ମଶ୍ରୀ ଗୋବର୍ଦ୍ଧନ ପନିକା। କେମିତି ସେ ସଫଳତାର ପାହାଚ ଅତିକ୍ରମ କରିଚାଲିଲେ, ଆସନ୍ତୁ ଜାଣିବା ତାଙ୍କରି ମୁହଁରୁ।  କିଛି କଥା କିଛି ବ୍ୟଥା ବଖାଣିବେ ଆମର ଅତିଥି, ଦର୍ଶକମାନଙ୍କ ପାଇଁ ନେଇଆସିଛୁ ‘କିଛି ସ୍ମୃତି କିଛି ଅନୁଭୂତି’।

କ୍ରିଏଟିଭ ହେଡ଼ : ଏମ. କୁମାର ଅତିଥି : ପଦ୍ମଶ୍ରୀ ଗୋବର୍ଦ୍ଧନ ପନିକା

ଉପସ୍ଥାପନା : ଇଂ. ଦିଲ୍ଲୀପ ପଟ୍ଟନାୟକ

କ୍ୟାମେରା ଓ ଶବ୍ଦ : ନିର୍ମଳ

ମୁଖ୍ୟ ପରାମର୍ଶଦାତା : ବିପିନ ବିହାରୀ ସାହୁ

ପୋଷ୍ଟ -ପ୍ରଡକ୍ସନ : ଏସ. ଏମ. କ୍ରିଏସନ, ଭୁବନେଶ୍ୱର

ପରିକଳ୍ପନା ଓ ନିର୍ଦ୍ଦେଶନା : ମାନସ ପରିଡା

 

ଓଡିଶାର କଳା, ସଂସ୍କୃତିକୁ ଆଗେଇନେବା ପାଇଁ ଯେଉଁମାନଙ୍କ ଅବଦାନ ରହିଛି , ସେମାନଙ୍କୁ ଆମେ ଅତିଥି ଭାବେ ପାଇ ତାଙ୍କ ସହ ସିଧା ସଳଖ କଥା ହେବୁ , ଆମର କାର୍ଯ୍ୟକ୍ରମରେ । ଯାହାର ନାଁ ‘କିଛି ସ୍ମୃତି କିଛି ଅନୁଭୂତି’। ଯଦି ଆପଣଙ୍କ ଅଂଚଳରେ ଏଭଳି ବହୁ ପ୍ରତିଭାଧାରୀ ବ୍ୟକ୍ତି ଅଛନ୍ତି ତେବେ ଆପଣ ଆମକୁ ଜଣାଇପାରିବେ।

। ଧନ୍ୟବାଦ।

Related Articles

Back to top button