ବୃଦ୍ଧ ରୂପରେ ଶ୍ରୀଜଗନ୍ନାଥ | ତୁମେ ଅନୁଭବର ଠାକୁର | EP 1

ତୁମେ ଅନୁଭବର ଠାକୁର // ଅଧ୍ୟାୟ -୧ // ବୃଦ୍ଧ ରୂପରେ ଶ୍ରୀଜଗନ୍ନାଥ // ଅଜିତ କୁମାର ତ୍ରିପାଠୀ , କୋଟପାଡ଼ ( କୋରାପୁଟ )

ନିଜ ନିଜ ଇଷ୍ଟ ଦେବଙ୍କୁ ସ୍ମରଣ କଲେ ସବୁ ବିପଦ ଆପଦ ଟଳିଯାଏ ବୋଲି ଅନେକଙ୍କର ଧାରଣା | ସେହି ଅନୁଭୂତିକୁ ଏହି କାର୍ଯ୍ୟକ୍ରମ ଜରିଆରେ ପହଞ୍ଚେଇବା ହେଉଛି ଅଭିଗମ ଟିଭିର ଲକ୍ଷ | ”ତୁମେ ଅନୁଭବର ଠାକୁର” କାର୍ଯ୍ୟକ୍ରମରେ ସ୍ଥାନିତ ବ୍ୟକ୍ତି ସ୍ଵ-ଇଛାରେ ନିଜ ଅନୁଭୂତି ବାଣ୍ଟି ସେମାନେ ଅନ୍ୟମାନଙ୍କ ପାଖରେ ନିଜ ଭଗବତ ଚେତନା ପ୍ରତି ଶ୍ରଦ୍ଧା ବ୍ୟକ୍ତ କରିଛନ୍ତି | ଆପଣ ମଧ୍ୟ ନିଜ ଅନୁଭୂତି ଆମ ସହ ବାଣ୍ଟି ପାରିବେ | ଆପଣଙ୍କ ଅନୁଭୂତିର କଥା ମନୋନୀତ ହେଲେ ଆମେ ଆମ କାର୍ଯ୍ୟକ୍ରମରେ ସ୍ଥାନ ଦେବୁ | ଆଉ ହଁ , ଆପଣ ମାନଙ୍କ ମୂଲ୍ୟବାନ ମତାମତ ଦେବାକୁ ଜମାରୁ ଭୁଲିବେନି | ଧନ୍ୟବାଦ |

 

ପରିକଳ୍ପନା : ଇଂ. ଦିଲ୍ଲୀପ ପଟ୍ଟନାୟକ

କ୍ରିଏଟିଭ ହେଡ଼ : ଏମ. କୁମାର

ମୁଖ୍ୟ ପରାମର୍ଶଦାତା : ବିପିନ ବିହାରୀ ସାହୁ

କ୍ୟାମେରା ହେଡ଼ : ସୁଶାନ୍ତ

ଚିତ୍ରୋତ୍ତୋଳନ ଓ ଶବ୍ଦ : ନିର୍ମଳ

ପୋଷ୍ଟ-ପ୍ରଡକ୍ସନ : ଏସ. ଏମ. କ୍ରିଏସନ, ଭୁବନେଶ୍ୱର

ଅଭିଗମ ଟିଭି ଦ୍ୱାରା ପ୍ରସ୍ତୁତି

Related Articles

Back to top button