ଦେଶ
-
ଡେକାନ୍ ରେଳ ଷ୍ଟେସନରେ ଚେନ୍ନାଇ-ହାଇଦ୍ରାବାଦ ଚାରିମିନାର ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ
ହାଇଦ୍ରାବାଦର ନାମପଲ୍ଲୀସ୍ଥିତ ହାଇଦ୍ରାବାଦ ଡେକାନ୍ ରେଳ ଷ୍ଟେସନରେ ଚେନ୍ନାଇ-ହାଇଦ୍ରାବାଦ ଚାରିମିନାର ଏକ୍ସପ୍ରେସର ୩ଟି ବଗି ବୁଧବାର ଅପରାହ୍ନରେ ଲାଇନଚ୍ୟୁତ ହେବାଫଳରେ ୬ ଜଣ ଯାତ୍ରୀ ସାମାନ୍ୟ ଆହତ…
Read More » -
ଗାଜାରେ ସାଧାରଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁକୁ ନେଇ ଭାରତ ଏକ ବଡ ବିବୃତ୍ତି ଦେଇଛି
ଇସ୍ରାଏଲ-ହମାସ ଯୁଦ୍ଧ ଚାରିମାସ ହେବ ଆରମ୍ଭ ହୋଇଛି । ଆଉ ଏହି ଯୁଦ୍ଧ କେବେ ଶେଷ ହେବ କେହି କହିପାରୁନାହାନ୍ତି । ଏହି ସମୟ ମଧ୍ୟରେ ଗାଜାରେ…
Read More » -
ଖୁଲାସା ହେବାରେ ଲାଗିଛି ସୁଚନା ସେଠଙ୍କ ସନ୍ତାନ ହତ୍ୟା ରହସ୍ୟ
ଖୁଲାସା ହେବାରେ ଲାଗିଛି ସୁଚନା ସେଠଙ୍କ ସନ୍ତାନ ହତ୍ୟା ରହସ୍ୟ। ୪ ବର୍ଷର ପୁଅକୁ ମାରିବା ଲାଗି ବ୍ୟବହାର କରିଥିଲେ ତକିଆ କିମ୍ବା ଟାଓ୍ବେଲ। ଏନେଇ ସୂଚନା…
Read More » -
World Heritage Committeeeର ନେତୃତ୍ୱ ଏବଂ ଆୟୋଜନ ଦାୟିତ୍ୱ ତୁଲାଇବ ଭାରତ
ଚଳିତ ବର୍ଷ ନୂଆଦିଲ୍ଲୀରେ ଜୁଲାଇ ୨୧ରୁ ୩୧ ମଧ୍ୟରେ ହେବାକୁ ଥିବା World Heritage Committeeeର ନେତୃତ୍ୱ ଏବଂ ଆୟୋଜନ ଦାୟିତ୍ୱ ତୁଲାଇବ ଭାରତ । ଏନେଇ…
Read More » -
ଅର୍ଜୁନ ପୁରସ୍କାର ପାଇଲେ କ୍ରିକେଟର ମହମ୍ମଦ ସାମି ।
ଅର୍ଜୁନ ପୁରସ୍କାର ପାଇଲେ କ୍ରିକେଟର ମହମ୍ମଦ ସାମି । ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ ଉତ୍ସବରେ ତାଙ୍କୁ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି…
Read More » -
ଚିନ୍ତାର ବିଷୟ ପାଲଟିଛି ଭାଇଜାନଙ୍କ ସୁରକ୍ଷା ବ୍ୟବସ୍ଥା।
ଚିନ୍ତାର ବିଷୟ ପାଲଟିଛି ଭାଇଜାନଙ୍କ ସୁରକ୍ଷା ବ୍ୟବସ୍ଥା। ଅନେକ ଥର ହତ୍ୟା ଧମକ ପାଇଥିବା ସଲମାନଙ୍କୁ ନେଇ ପୁଣି ଏପରି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ…
Read More » -
ବିଲକିସ୍ ବାନୋ ମାମଲା: ପୁଣି ଜେଲ୍ ଯିବେ ୧୧ ଦୋଷୀ
ବିଲକିସ୍ ବାନୋ ମାମଲାରେ ଆସିଲା ବଡ ନିଷ୍ପତ୍ତି । ସୁପ୍ରିମକୋର୍ଟ ସୋମବାର ଦେଇଥିବା ନିଜର ଏକ ବଡ ରାୟରେ ଗୁଜରାଟ ଦଙ୍ଗା ପୀଡିତା ବିଲକିସ୍ ବାନୋଙ୍କୁ ବଡ…
Read More » -
ଜଳାର୍ଣ୍ଣବ ତାମିଲନାଡୁ: ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା
ତାମିଲନାଡୁରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । କିଛି ଦିନର ଲଗାଣ ବର୍ଷାରେ ପୁରା ବେହାଲ ହୋଇପଡିଛି ତାମିଲନାଡୁର ଏକାଧିକ ଜିଲ୍ଲା । ମୁଖ୍ୟତଃ ରାଜଧାନୀ ଚେନ୍ନାଇରେ…
Read More » -
ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ହେବ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ
ଭାରତ ସହ ସାରା ବିଶ୍ୱ ଦେଖିବ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ । ନ୍ୟୁୟର୍କର ବ୍ୟସ୍ତବହୁଳ ତଥା ସମୃଦ୍ଧ ଛକ ଟାଇମ୍ସ…
Read More » -
ସମଗ୍ର ଦେଶରେ ସବୁଦିନ ପାଇଁ ବନ୍ଦ ହେଲା ଦୁଇ ବର୍ଷର ସ୍ୱତନ୍ତ୍ର ବି.ଏଡ କୋର୍ସ
ସମଗ୍ର ଦେଶରେ ଚାଲିଥିବା ଦୁଇ ବର୍ଷର ସ୍ୱତନ୍ତ୍ର ବି.ଏଡ କୋର୍ସକୁ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି । ପରବର୍ତ୍ତୀ ଏକାଡେମିକ୍ ଅଧିବେଶନ ୨୦୨୪-୨୦୨୫ ରୁ କେବଳ ଚାରି…
Read More »