କ୍ରୀଡ଼ା
-
ଦିନିକିଆ ବିଶ୍ୱକପ ପୂର୍ବରୁ ଫିଟ ହୋଇଯିବେ ଯଶପ୍ରୀତ ବୁମରାହ
ନୂଆଦିଲ୍ଲୀ: ବିସିସିଆଇର ତାଜା ଅପଡେଟ ଅନୁସାରେ ଷ୍ଟାର ପେସର ଯଶପ୍ରୀତ ବୁମରାହ ଯେତେଦୂର ସମ୍ଭବ ଦିନିକିଆ ବିଶ୍ୱକପ ପୂର୍ବରୁ ଫିଟ ହୋଇ ଯାଇଥିବେ । ପିଠି ସମସ୍ୟା…
Read More » -
ରାଉରକେଲାରେ ବିସିସିଆଇ ପକ୍ଷରୁ ‘ଆଇପିଏଲ୍ ଫ୍ୟାନ୍ ପାର୍କ’
ରାଉରକେଲା : ବଡ଼ ପରଦାରେ ଆଇପିଏଲ୍ ମ୍ୟାଚ୍ର ସିଧା ପ୍ରସାରଣ ହେବ। ଲାଇଭ୍ ମ୍ୟାଚ୍ର ମଜା ନେବାର ସୁଯୋଗ ପାଇବେ କ୍ରିକେଟପ୍ରେମୀ। ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବା…
Read More » -
ଦୁନିଆର ସବୁଠାରୁ ଦାମୀ ଟି୨୦ କ୍ରିକେଟ ଲିଗ ପାଇଁ ଯୋଜନା କରୁଛି ସାଉଦି ଆରବ
ରିୟାଦ: ସାଉଦି ଆରବ ଦୁନିଆର ସବୁଠାରୁ ଦାମୀ ଟି୨୦ କ୍ରିକେଟ ଲିଗ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ସବୁଠାରୁ ଲୋକପ୍ରିୟ ଆଇପିଏଲର ଫ୍ରାଂଚାଇଜରଙ୍କ…
Read More » -
ନୂତନ ଭାବେ ଲାଗୁ କରିଥିବା ନିୟମକୁ ପ୍ରତ୍ୟାହାର କଲା ଆନ୍ତର୍ଜାତୀୟ ଶୁଟିଂ ଫେଡେରେଶନ
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଶୁଟିଂ ଫେଡେରେଶନ ନୂତନ ଭାବେ ଲାଗୁ କରିଥିବା ନିୟମରେ ୟୁ ଟର୍ଣ୍ଣ ନେଇଛି । ପ୍ୟାରିସ ଅଲିମ୍ପିକ୍ସରେ ପୁରୁଣା ନିୟମ ଅନୁସାରେ ମୁକାବିଲା ଆୟୋଜିତ…
Read More » -
ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ପଦରୁ ହଟିବେ ଡେଭିଡ ୱାର୍ଣ୍ଣର
ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳର ମୂଖ୍ୟ କୋଚ ରିକି ପଣ୍ଟିଙ୍ଗ ଏ ନେଇ କଠୋର ପଦକ୍ଷେପ ନେବା ପାଇଁ…
Read More » -
ଥାଇଲାଣ୍ଡ ସନ୍ତରଣ ଚାମ୍ପିୟନଶିପରେ ରୌପ୍ୟ ପଦକ ହାସଲ କଲେ ଓଡିଶାର ପ୍ରତ୍ୟାଶା ରାୟ
ଭୁବନେଶ୍ୱର: ଓଡିଶାର ଉଦୀୟମାନ ସନ୍ତରଣକାରୀ ପ୍ରତ୍ୟାଶା ରାୟ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି । ଥାଇଲାଣ୍ଡରେ ଅନୁଷ୍ଠିତ ବୟସ ଗ୍ରୁପ ସନ୍ତରଣ ଚାମ୍ପିୟନଶିପରେ ସେ…
Read More » -
ଆମେରିକାରେ ଟି୨୦ ଖେଳିବ ଭାରତୀୟ କ୍ରିକେଟ ଟିମ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଆମେରିକାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ଟି ଟି୨୦ ମ୍ୟାଚ ଖେଳିବ । କ୍ରିକବିଜ ଅନୁସାରେ ଟିମ ଇଣ୍ଡିଆ ଜୁଲାଇରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ…
Read More » -
ଭାରତର ପାଞ୍ଚ ଖେଳାଳିଙ୍କୁ ଆଜୀବନ ସଦସ୍ୟତା ଦେଲା ମେଲର୍ଣ୍ଣ କ୍ରିକେଟ୍ କ୍ଲବ୍
ନୁଆଦିଲ୍ଲୀ: ମେଲର୍ଣ୍ଣ କ୍ରିକେଟ୍ କ୍ଲବ୍(ଏମସିସି) ଭାରତର ପାଞ୍ଚ ଖେଳାଳିଙ୍କୁ ନିଜ କ୍ଲବରେ ଆଜୀବନ ସଦସ୍ୟତା ସମ୍ମାନ ପ୍ରଦାନ କରିଛି । ଏମସିସି ବିଶ୍ୱକପ ବିଜେତା ଅଧିନାୟକ ଏମଏସ୍…
Read More » -
ଆଇପିଏଲରେ ଶ୍ରେୟାଶଙ୍କ ସ୍ଥାନରେ କେକେଆର ଦଳରେ ଯୋଗ ଦେଲେ ଜାସନ ରାୟ
କୋଲକାତା: କୋଲକାତା ନାଇଟ ରାଇଡର୍ସ ଚଳିତ ଆଇପିଏଲରେ ଆଘାତପ୍ରାପ୍ତ ଶ୍ରେୟାଶ ଆୟରଙ୍କ ସ୍ଥାନରେ ଇଂଲଣ୍ଡର ଜାସନ ରାୟଙ୍କୁ ସାମିଲ କରିଛି । ପୂର୍ବରୁ ଶ୍ରେୟାଶଙ୍କ ପରେ ଶକିବ…
Read More » -
ପୂର୍ବତନ କ୍ରିକେଟର ସଲୀମ ଦୂରାନୀଙ୍କ ପରଲୋକ
ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ସଲୀମ ଦୂରାନୀଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହି ପୂର୍ବତନ ଅଲରାଉଣ୍ଡର ଭାରତ ପକ୍ଷରୁ ୨୯ ଟେଷ୍ଟ ଖେଳି…
Read More »