କ୍ରୀଡ଼ା
-
ଡିସେମ୍ବରରେ ହୋଇପାରେ ଆଇପିଏଲ ୧୬ତମ ସଂସ୍କରଣର ନିଲାମ ପ୍ରକ୍ରିୟା
ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସଂସ୍କରଣର ନିଲାମ ପ୍ରକ୍ରିୟା ଡିସେମ୍ବରରେ ହୋଇପାରେ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ…
Read More » -
ହକି ଇଣ୍ଡିଆର ସଭାପତି ହେଲେ ପଦ୍ମଶ୍ରୀ ଦିଲୀପ ତିର୍କୀ
ଭୁବନେଶ୍ୱର: ହକି ଇଣ୍ଡିଆର ସଭାପତି ହେଲେ ପଦ୍ମଶ୍ରୀ ଦିଲୀପ ତିର୍କୀ । ନିର୍ଦ୍ୱନ୍ଦ୍ୱରେ ଦିଲୀପ ତିର୍କୀ ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି । ଶୁକ୍ରବାର ନାମାଙ୍କନ…
Read More » -
ସନ୍ୟାସ ପରେ ବି ଟେନିସ ସହ ଜଡ଼ିତ ରହିବେ ଫେଡେରର
ନୂଆଦିଲ୍ଲୀ: ସ୍ୱିସ୍ ଟେନିସ ଖେଳାଳୀ ରୋଜର ଫେଡେରର ସନ୍ୟାସ ନେବା ପରେ ବି ଟେନିସ ସହ ଜଡ଼ିତ ରହିବେ । କିନ୍ତୁ ଏପର୍ଯ୍ୟନ୍ତ ସେକୌଣସି ବିଶେଷ ଯୋଜନା…
Read More » -
ଶନିବାର ଲର୍ଡସରେ ଅବସର ନେବେ ଝୁଲଣ ଗୋସ୍ୱାମୀ
କୋଲକାତା: ଆସନ୍ତା ଶନିବାର (ସେପ୍ଟେମ୍ବର ୨୪) ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେବେ ଭାରତୀୟ ମହିଳା କ୍ରିକେଟ ଟିମ୍ର ଅନ୍ୟତମ ଲୋକପ୍ରିୟ ଖେଳାଳି ଝୁଲଣ ଗୋସ୍ୱାମୀ। ଝୁଲଣ ଅବସର…
Read More » -
ଭାରତ-ଇଂଲଣ୍ଡ ଦିନିକିଆ ମହିଳା ସିରଜ: ୨୩ ବର୍ଷ ପରେ ଇଂଲଣ୍ଡ ମାଟିରେ ସିରିଜ କବଜା କଲା ଭାରତ
କ୍ୟାଣ୍ଟରବ୍ୟୁରୀ: ୨୩ ବର୍ଷ ପରେ ଇଂଲଣ୍ଡ ମାଟିରେ ଦିନିକିଆ ସିରଜ କବଜା କରିଛି ଭାରତୀୟ ମହିଳା ଦଳ । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ…
Read More » -
ଆସନ୍ତା ବର୍ଷ ଭାରତରେ ଆୟୋଜନ ହେବ ଗ୍ରାଁ ପ୍ରି
ନୂଆଦିଲ୍ଲୀ: ରେସ୍ ପସନ୍ଦ କରୁଥିବା ପ୍ରଶଂସକଙ୍କ ପାଇଁ ଖୁସିର ଖବର। ଆସନ୍ତା ବର୍ଷ ଭାରତରେ ମୋଟୋ ଗ୍ରାଁ ପ୍ରିର ରୋମାଞ୍ଚ ଦେଖିବାକୁ ମିଳିବ। କାରଣ ୨୦୨୩ରେ ଗ୍ରେଟର…
Read More » -
ଭୁବନେଶ୍ୱର କୁମାରଙ୍କ ଡେଥ୍ ଓଭର ବୋଲିଂ ଚିନ୍ତାଜନକ: ଗାଭାସ୍କର
ହାଇଦ୍ରାବାଦ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୪ ୱିକେଟରେ ପରାସ୍ତ କରିଛି। ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୨୦୯ ରନର ବିଶାଳ ବିଜୟ…
Read More » -
ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୩ ଫାଇନାଲ୍ ଓଭାଲ ମଇଦାନରେ, ୨୦୨୫ ଫାଇନାଲ୍ ଲର୍ଡ୍ସ ମଇଦାନରେ ଖେଳାଯିବ
ନୂଆଦିଲ୍ଲୀ: କେଉଁଠି ଖେଳାଯିବ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ମ୍ୟାଚ୍ ଏନେଇ ବୁଧବାର ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)। ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୩ର…
Read More » -
ଦିନିକିଆ କ୍ରିକେଟରେ ୩୦୦୦ ରନ୍ ପୂରଣ କଲେ ସ୍ମୃତି ମନ୍ଧାନା, ଭାରତ ପାଇଁ ରେକର୍ଡ
ଇଂଲଣ୍ଡ: ଭାରତୀୟ ମହିଳା କ୍ରିକେଟ ଖେଳାଳି ସ୍ମୃତି ମନ୍ଧାନା ନିଜର ୭୬ ତମ ଇନିଂସରେ ୩୦୦୦ ରନ୍ କରି ଭାରତ ପାଇଁ ରେକର୍ଡ କରିଛନ୍ତି। ଓପନର ବ୍ୟାଟ୍ସମ୍ୟାନ୍…
Read More » -
ଟି-୨୦ ବ୍ୟାଟସମ୍ୟାନ ମାନ୍ୟତା: ସୂର୍ଯ୍ୟକୁମାର ନମ୍ବର ୩, ଭୁବନେଶ୍ଵର ନମ୍ବର ୯, ରୋହିତ ନମ୍ବର ୧୪
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ପରାଜିତ ହୋଇଥିଲେ ହେଁ ଆଇସିସି ଦ୍ଵାରା ବୁଧବାର ଘୋଷିତ ସଦ୍ୟତମ ଟି-୨୦ ମାନ୍ୟତାରେ ଭାରତୀୟ ବ୍ୟାଟସମ୍ୟାନଙ୍କୁ ଫାଇଦା ମିଳିଛି। ଦଳର…
Read More »