ବ୍ୟବସାୟ
-
ଭାରତୀୟ ଆଇ ଡ୍ରପ ଉପରେ ବ୍ୟବହାର କଲେ କମୁଛି ଦୃଷ୍ଟି ଶକ୍ତି, ଉତ୍ପାଦନ ବନ୍ଦ କଲା ଫାର୍ମା କମ୍ପାନୀ
ନୂଆଦିଲ୍ଲୀ: ଭାରତୀୟ eye drop ବ୍ୟବହାର କରି ଲୋକଙ୍କର ଦୃଷ୍ଟି ଶକ୍ତି ହ୍ରାସ ଏବଂ ମୃତ୍ୟୁ ଭଳି ସାଙ୍ଘାତିକ ଅଭିଯୋଗ ଆମେରିକାରୁ ଆସିଛି। ଏହି ଅଭିଯୋଗ ଆସିବା…
Read More » -
ଭୋଡାଫୋନ୍-ଅଇଡିଆ କମ୍ପାନୀରେ ସବୁଠୁ ବଡ଼ ଅଂଶୀଦାର ହେବେ ଭାରତ ସରକାର
ନୁଆଦିଲ୍ଲୀ: ଭାରତୀୟ ଟେଲିକମ୍ ଇଣ୍ଡଷ୍ଟ୍ରୀରେ ଭୋଡାଫୋନ୍-ଅଇଡିଆ(ଭିଆଇ) ତୃତୀୟ ବୃହତ କମ୍ପାନୀ ଅଟେ। ବର୍ତ୍ତମାନ ଏହି କମ୍ପାନୀରେ ସବୁଠୁ ବଡ଼ ଅଂଶୀଦାର ଭାରତ ସରକାରଙ୍କ ହେବାକୁ ଯାଉଛି। ଏହି…
Read More » -
ସୁପ୍ରିମକୋର୍ଟରେ ଅଦାନୀ ଗ୍ରୁପ୍ ମାମଲା: ହିଣ୍ଡେନବର୍ଗ ବିରୋଧରେ ଜନସ୍ୱାର୍ଥ ମାମଲା ଦାୟର
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା ଅଦାନୀ ଗ୍ରୁପ୍ ମାମଲା। ଆମେରିକା ସ୍ଥିତ ହିଣ୍ଡେନବର୍ଗ ରିସର୍ଚ୍ଚ କମ୍ପାନୀ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି। ସଂସ୍ଥା ବିଷୟରେ ତଦନ୍ତ କରିବାକୁ…
Read More » -
ରେଳ ବଜେଟରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି ଟଙ୍କା ଅନୁଦାନ ମିଳିଛି: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର: ଓଡ଼ିଶା ପାଇଁ ରେଳ ବଜେଟରୁ ଅନୁଦାନ ଘୋଷଣା ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି ଟଙ୍କା ଅନୁଦାନ ମିଳିଛି ।…
Read More » -
କେନ୍ଦ୍ରୀୟ ଟିକସ ଭାଗ ବାବଦରେ ଓଡ଼ିଶାକୁ ୪୬ ହଜାର ୨୫୧ କୋଟି ଟଙ୍କା ମିଳିବ
ନୂଆଦିଲ୍ଲୀ: ଏଥର ବଜେଟ୍ ସବୁ ବର୍ଗକୁ ଦେଖି ତିଆରି କରାଯାଇଥିଲା ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ…
Read More » -
କ୍ଷୀର ମୂଲ୍ୟ ଲିଟର ପ୍ରତି ୩ ଟଙ୍କା ବଢାଇଲା ଅମୁଲ
ନୂଆଦିଲ୍ଲୀ: କ୍ଷୀର ମୂଲ୍ୟ ବଢାଇଲା ଅମୁଲ। ଲିଟର ପ୍ରତି ୩ ଟଙ୍କା ମୂଲ୍ୟ ବଢ଼ାଇଥିବା ବେଳେ ନୂଆ ଦର ଆଜି ଠାରୁ ଲାଗୁ ହେବ ବୋଲି କମ୍ପାନୀ ଘୋଷଣା…
Read More » -
ଅବୁଧାବିରୁ କଲିକଟ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ। ଅବୁଧାବିରୁ କେରଳର କୋଝିକୋଡେ(କଲିକଟ) ଆସୁଥିବା ବିମାନରେ ହଠାତ୍ ନିଆଁ ଲାଗିଯିବାରୁ ବିମାନକୁ ପୁଣିଥରେ ଫେରାଇ ନିଆଯାଇ ଅବୁଧାବିରେ ଲ୍ୟାଣ୍ଡିଂ କରାଯାଇଛି। ବିମାନର…
Read More » -
ଅଦାନୀ ଗ୍ରୁପକୁ ଏସବିଆଇ ଦେଇଛି ୨୧୦୦୦ କୋଟିର ଲୋନ
ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ଭାବେ ପରିଗଣିତ ହେଉଥିବା ଗୌତମ ଅଦାନୀଙ୍କ ଅବସ୍ଥା କହିଲେ ନସରେ । ଏହା ମଧ୍ୟରେ ବିଶ୍ୱର ଟପ-୧୦ ଧନୀ ତାଲିକାରୁ ଅଦାନୀ ଆଉଟ୍…
Read More » -
ଦୁଇ ଦିନରେ ୧୬୦୦ ଟଙ୍କା ବଢ଼ିଲାଣି ସୁନା ଦର
ନୂଆଦିଲ୍ଲୀ: ଆଜିକାଲି ମାର୍କେଟରେ ଏଫଡି, ଆରଡି, ଷ୍ଟକ୍ସ, ମ୍ୟୁଚୁଆଲ ଫଣ୍ଡ, ଏଲଆଇସି, ଗୋଲ୍ଡ, ପୋଷ୍ଟାଲ, କେଭିପି, ପିପିଏଫ ଆଦି ବିଭିନ୍ନ ପ୍ରକାରର ନିବେଶ ଅପ୍ସନ ରହିଛି ।…
Read More » -
ଏସିଆର ଶ୍ରେଷ୍ଠ ଧନୀ ହେଲେ ମୁକେଶ ଅମ୍ବାନୀ, ୧୫ ତମ ସ୍ଥାନକୁ ଖସିଲେ ଅଦାନୀ
ନୂଆଦିଲ୍ଲୀ: ଧୀରେ ଧୀରେ ଆଦାନୀଙ୍କ ସମ୍ପତ୍ତିରେ ହ୍ରାସ ପାଇବାରେ ଲାଗିଛି। ଦିନେ ସେ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ୩ ନମ୍ବର ସ୍ତାନରେ ଥିଲେ। ହେଲେ ଏବେ…
Read More »