ଦେଶ
-
ସୁପ୍ରିମକୋର୍ଟ ଗିରଫଦାରୀ ଆବେଦନ ଖାରଜ ପରେ ରିମାଣ୍ଡରେ ଗଲେ ହେମନ୍ତ ସୋରେନ
ରିମାଣ୍ଡରେ ଗଲେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋରେନଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେଇଛି। ଜମି ଦୁର୍ନୀତି ମାମଲାରେ ଅଧିକ…
Read More » -
ଜ୍ଞାନବ୍ୟାପୀରେ ବ୍ୟାସଙ୍କର ତେହଖାନାରେ ପୂଜା-ଅର୍ଚ୍ଚନା ପରେ ଶ୍ରଦ୍ଧାଳୁମାନେ କରିଛନ୍ତି ଦର୍ଶନ
ଜ୍ଞାନବ୍ୟାପୀରେ ବ୍ୟାସଙ୍କର ତେହଖାନାରେ ପୂଜା-ଅର୍ଚ୍ଚନା ପରେ ସାଧାରଣ ଭାବେ ଶ୍ରଦ୍ଧାଳୁମାନେ ପୋଲିସ ଉପସ୍ଥିତିରେ ଦର୍ଶନ କରିଛନ୍ତି । ସେହିପରି ଏହି ମାମଲାକୁ ନେଇ ହିନ୍ଦୁ ପକ୍ଷର ଓକିଲ…
Read More » -
ଆସନ୍ତାକାଲି ଖୋଲିବ ରାଷ୍ଟ୍ରପତି ଭବନସ୍ଥିତ ଅମୃତ ଉଦ୍ୟାନ
ରାଷ୍ଟ୍ରପତି ଭବନସ୍ଥିତ ମୋଗଲ୍ ବଗିଚା ତଥା ଅମୃତ ଉଦ୍ୟାନ ଭାବରେ ଜଣାଶୁଣା ବଗିଚା ୨ ଫେବୃଆରୀ ୨୦୨୪ ରୁ ସର୍ବସାଧାରଣ ପରିଦର୍ଶକଙ୍କ ପାଇଁ ଖୋଲିବାକୁ ଯାଉଛି ।…
Read More » -
ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ : ଜାଣନ୍ତୁ କଣ ହୋଇଛି ସସ୍ତା
ଚଳିତ ସରକାରଙ୍କ ଶେଷ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ ଉପସ୍ଥାପନ ହୋଇଥିବାବେଳେ ଶସ୍ତା, ମହଙ୍ଗାକୁ ନେଇ ସବୁଠି ଆରମ୍ଭ ହେଇଛି…
Read More » -
ହେମନ୍ତ ସୋରେନଙ୍କୁ ଦିନିକିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ
ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଦିନିକିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ । ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି ।…
Read More » -
ପଶ୍ଚିମବଙ୍ଗ ଓ ବିହାର ସୀମାରେ ରାହୁଲ ଗାନ୍ଧୀଙ୍କ କାର୍ ଉପରକୁ ପଥର ମାଡ଼
ପଶ୍ଚିମବଙ୍ଗ ଓ ବିହାର ସୀମାରେ ଭାରତ ଯୋଡ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣ ହୋଇଛି । କଂଗ୍ରେସ ନେତା ଅଧୀର ରଞ୍ଜନ…
Read More » -
ବାରଣାସୀ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଜ୍ଞାନବ୍ୟାପୀରେ ହିନ୍ଦୁ ପକ୍ଷଙ୍କୁ ପୂଜା କରିବା ପାଇଁ ମିଳିଛି ଅଧିକାର
ଜ୍ଞାନବ୍ୟାପୀ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ବାରଣାସୀ କୋର୍ଟ । ହିନ୍ଦୁ ପକ୍ଷଙ୍କୁ ପୂଜା କରିବା ପାଇଁ ଅଧିକାର ମିଳିଛି । ବ୍ୟାସ ତହଖାନାରେ ହିନ୍ଦୁ ପକ୍ଷମାନେ…
Read More » -
ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରାଞ୍ଚି ସ୍ଥିତ ବାସଭବନରେ ଇଡି ଟିମ୍ ପହଞ୍ଚିଛି
ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରାଞ୍ଚି ସ୍ଥିତ ବାସଭବନରେ ଇଡି ଟିମ୍ ପହଞ୍ଚିଛି । ଜମି ଦୁର୍ନୀତି ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ପଚରା ଉଚୁରା କରୁଛି…
Read More » -
ନୂଆ ସଂସଦରେ ନିଜର ପ୍ରଥମ ଅଭିଭାଷଣରେ ଉତ୍କଳ ମଣିଙ୍କ ପଂକ୍ତି ଗାଇଲେ ରାଷ୍ଟ୍ରପତି
ବୁଧବାରଠାରୁ ସଂସଦର ବଜେଟ ଅଧିବେଶନ ହେଲା ବେଳେ ଗୁରୁବାର ଦିନ ଆଗତ ହେବ କାମଚଳା ବଜେଟ। ଚଳିତ ବର୍ଷ ଏପ୍ରିଲ୍-ମେ ମାସରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାରୁ…
Read More » -
ବଜେଟ୍ ଅଧିବେଶନରେ ଭାଗ ନେବା ପାଇଁ ସଂସଦକୁ ଫେରିବେ ନିଲମ୍ବିତ ହୋଇଥିବା ୧୪ ଜଣ ବିରୋଧୀ ଦଳ ସାଂସଦ
ଶୀତକାଳୀନ ଅଧିବେଶନ ସମୟରେ ନିଲମ୍ବିତ ହୋଇଥିବା ୧୪ ଜଣ ବିରୋଧୀ ଦଳ ସାଂସଦ ବଜେଟ୍ ଅଧିବେଶନରେ ଭାଗ ନେବା ପାଇଁ ସଂସଦକୁ ଫେରିବେ। ଏ ସମସ୍ତଙ୍କ ମାମଲା…
Read More »