ଓଡ଼ିଶା
-
ଏଣିକି ରାଜଧାନୀରେ ପ୍ରତିଦିନ ହେବ ଯାନବାହାନ ଧରପଗଡ଼
କଠୋର ହୋଇଛି ଭୁବନେଶ୍ୱର ଟ୍ରାଫିକ୍ ପୁଲିସ। ଏଣିକି ପ୍ରତିଦିନ ଯାନବାହାନ ଧରପଗଡ଼ କରିବା ପାଇଁ ଭୁବନେଶ୍ୱର ଓ କଟକରେ ଥିବା ଟ୍ରାଫିକ ଥାନା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି…
Read More » -
ଆସନ୍ତା ୧୦ ତାରିଖରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ପଦ୍ମମୁଖ ବେଶ
ପଦ୍ମବେଶରେ ଦର୍ଶନ ଦେବେ ଶ୍ରୀଜିଉ । ପଦ୍ମରେ ଝଟକି ଉଠିବ ବଡ଼ଠାକୁରଙ୍କ ଶ୍ରୀମୁଖ । ଆସନ୍ତା ୧୦ ତାରିଖ ଶନିବାରଦିନ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ପଦ୍ମମୁଖ…
Read More » -
ଫେବୃଆରୀ ପ୍ରଥମ ସପ୍ତାହରୁ ବଢିଲାଣି ତାପମାତ୍ରା : ରାତିରେ ହେଉଛି ଗରମ
ଫେବୃଆରୀ ପ୍ରଥମ ସପ୍ତାହରୁ ବଢିଲାଣି ତାତି। ମାଘ ମାସରେ ଶୀତ ଉଭାନ ହେଲାଣି। ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବା ସହିତ ଅନେକ ଅଞ୍ଚଳରେ…
Read More » -
ସମ୍ବିଧାନ ପ୍ରଣେତା ଡା. ବି.ଆର ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସ୍ ଟର୍ମିନାଲ
ଆଜିଠାରୁ ଭାରତର ସମ୍ବିଧାନ ପ୍ରଣେତା ଡା. ବି.ଆର ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସ୍ ଟର୍ମିନାଲ । ରାଜଧାନୀରୈ ନବନିର୍ମିତ ବରମୁଣ୍ଡା ବସ ଟର୍ମିନାଲ ଏବେ…
Read More » -
ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ପ୍ରଶଂସା କଲେ ରାଜ୍ୟପାଳ ରଘୁବର ଦାସ
ରାଜ୍ୟପାଳରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ଆଜିର ଅଧିବେଶନ। ଦିବଙ୍ଗତ ସଦସ୍ୟ ଓ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ରାଜ୍ୟପାଳ । ଗୃହରେ ଅଭିଭାଷଣ ପ୍ରଦାନ କରି…
Read More » -
ସୋମବାର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ
ସୋମବାର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଗସ୍ତ…
Read More » -
ଧାର୍ଯ୍ୟ ସମୟର ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପ୍ରବେଶ କରିବେ ମାଟ୍ରିକ ପରୀକ୍ଷାର୍ଥୀ
ଫେବୃଆରୀ ୨୦ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ । ଏହି ପରୀକ୍ଷାକୁ ଶୃଙ୍ଖଳ ବ୍ୟବସ୍ଥିତ ଭାବେ ପରିଚାଳିତ କରିବା ପାଇଁ କାର୍ଯ୍ୟକ୍ରମ ଜାରି ରଖିଛି ମାଧ୍ୟମିକ ଶିକ୍ଷା…
Read More » -
ଆଜି ସନ୍ଧ୍ୟା 6.30ରେ ବସିବ ସର୍ବଦଳୀୟ ବୈଠକ
ଆସନ୍ତାକାଲିଠୁ ଆରମ୍ଭ ହେବ ଷୋଡଶ ବିଧାନସଭାର ୧୫ତମ ଅଧିବେଶନ । ଫେବ୍ରୁଆରୀ ୫ ରୁ ଆରମ୍ଭ ହୋଇ ଏହି ଅଧିବେଶନ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଜାରି…
Read More » -
ନବୀନ ପଟ୍ଟନାୟକ ଆଜି ” ବିଧାନସଭାରେ ଭାଷା ଆଇନ” ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି
ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ” ବିଧାନସଭାରେ ଭାଷା ଆଇନ” ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି।ସୂଚନାଯୋଗ୍ୟ ଯେ, ୧୯୪୮ ମସିହା…
Read More » -
ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ନେଇ ସତର୍କତା ଜାରି
ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ନେଇ ସତର୍କତା ଜାରି କରାଯାଇଛି। ଆଜି ଘନ କୁହୁଡି ପାଇଁ ୧୦ଟି ଜିଲ୍ଲାକୁ…
Read More »