ଦେଶ
-
କୋର୍ଟରୁ ଲାଲୁଙ୍କୁ ଆଶ୍ୱସ୍ତି: ଚିକିତ୍ସା ପାଇଁ ଯାଇପାରିବେ ସିଙ୍ଗାପୁର
ପାଟନା: ବିହାର ରାଜଧାନୀ ପାଟନା ହାଇକୋର୍ଟ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ସେ ଚିକିତ୍ସା…
Read More » -
ମାଳଦ୍ୱୀପକୁ ସହାୟତା ଯୋଗାଇବ ଭାରତ, ଦ୍ୱିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ…
ନୂଆଦିଲ୍ଲୀ : ଚାରି ଦିନିଆ ଗସ୍ତରେ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ଭାରତ ଆସିଛନ୍ତି। ମଙ୍ଗଳବାର ସେ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…
Read More » -
ଉଜ୍ଜ୍ୱଳା ଯୋଜନାର ସିଲିଣ୍ଡର ଥରେ ବି ରିଫିଲ କରିନାହାନ୍ତି ୪.୧୩ କୋଟି ହିତାଧିକାରୀ
ନୂଆଦିଲ୍ଲୀ: ଗତ ୫ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା(ପିଏମୟୁୱାଇ)ର ୪.୧୩ କୋଟି ହିତାଧିକାରୀ ଥରେ ବି ସିଲିଣ୍ଡର ରିଫିଲ କରିନାହାନ୍ତି। ସେହିପରି ୭.୬୭ କୋଟି ହିତାଧିକାରୀ ଥରେ…
Read More » -
‘ଗୁଜରାଟୀ, ରାଜସ୍ଥାନ ବାସିନ୍ଦାଙ୍କୁ ହଟାଗଲେ ମୁମ୍ବାଇ ଆର୍ଥିକ ରାଜଧାନୀ ମାନ୍ୟତା ହରାଇବ’ କହିଥିବାରୁ କ୍ଷମା ମାଗିଲେ ମହାରାଷ୍ଟ୍ର ରାଜ୍ୟପାଳ
ମୁମ୍ବାଇ: କିଛି ଦିନ ତଳେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀ। ରାଜ୍ୟପାଳ କହିଥିଲେ ଯେ, ଯଦି ଗୁଜୁରାଟୀ ଏବଂ…
Read More » -
ଦେଶରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ; ସଙ୍ଗରୋଧରେ ୨୦
ନୂଆଦିଲ୍ଲୀ: କେରଳର ତ୍ରିଶୁରରେ ମଙ୍କିପକ୍ସରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ଡରାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ଯାଞ୍ଚ ରିପୋର୍ଟ ସାମ୍ନାକୁ…
Read More » -
ଏନଟିଆରଙ୍କ ଝିଅ ଉମା ମାହେଶ୍ବରୀଙ୍କ ବାସଭବନରୁ ଝୁଲନ୍ତା ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
ହାଇଦ୍ରାବାଦ: ଟିଡିପି ପ୍ରତିଷ୍ଠାତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମାରାଓଙ୍କ ଝିଅ ଉମା ମାହେଶ୍ବରୀଙ୍କ ପରଲୋକ ଘଟିଛି। ହାଇଦ୍ରାବାଦର ଜୁବଲି ହିଲ୍ସ ସ୍ଥିତ ବାସଭବନରୁ ତାଙ୍କ…
Read More » -
ମଧ୍ୟପ୍ରଦେଶ ଘରୋଇ ଡାକ୍ତରଖାନାରେ ଅଗ୍ନିକାଣ୍ଡ, ୧୦ ମୃତ
ଭୋପାଳ: ମଧ୍ୟପ୍ରଦେଶ ଜବଲପୁରରେ ଥିବା ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି ୧୦ଜଣଙ୍କ ମୃତ୍ୟୁ ହୋଇଛି। ଜବଲପୁରର ଏକ ଘରୋଇ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଜବଲପୁର ନ୍ୟୁଲାଇଫ ମଲ୍ଟିହସ୍ପିଟାଲରେ…
Read More » -
କୁନି ଝିଅର ପ୍ରଧାନମନ୍ତ୍ରୀଙ୍କୁ ଚିଠି ; ମ୍ୟାଗି ମାଗିଲେ ମାଆ ମାରୁଛି
କନ୍ନୌଜ : ମୋଦୀ ଜି! ବହୁତ ଦରଦାମ୍ ବୃଦ୍ଧି ହୋଇଛି। ପେନସିଲ୍ ,ରବର ଦାମ୍ ବଢିଛି। ମ୍ୟାଗି ମାଗିଲେ, ପେନସିଲ୍ ମାଗିଲେ ମାଆ ମାରୁଛି। ମୁଁ କ’ଣ କରିବି?…
Read More » -
ପଶ୍ଚିମବଙ୍ଗର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଲା ଯାତ୍ରୀବାହୀ ଗାଡ଼ି; ୧୦ ମୃତ, ୨୭ ଆହତ
କୋଲକାତା: ପଶ୍ଚିମବଙ୍ଗର କୋଚବେହେରା ଠାରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏକ ଗାଡ଼ି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଫଳରେ ୧୦ଜଣଙ୍କ ମୃତ୍ୟୁ ହେବା ସହ…
Read More » -
ଭୁଲ୍ରେ ଗିରଫ ବ୍ୟକ୍ତିଙ୍କୁ ମିଳିବ ୫ ଲକ୍ଷ କ୍ଷତିପୂରଣ
ବେଙ୍ଗାଲୁରୁ: କର୍ନାଟକ ପୋଲିସ ଏକ ଆପରାଧିକ ମାମଲାରେ ଗିରଫ କରିଥିବା ୫୬ ବର୍ଷୀୟ ନିଙ୍ଗାରାଜୁ ଏନ୍ଙ୍କୁ ୫ ଲକ୍ଷ କ୍ଷତିପୂରଣ ଦିଆଯିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…
Read More »