ଓଡ଼ିଶା
-
ସତିଗୁଡା ଜଳଭଣ୍ଡାରର ଦୁଇଟି କେନାଲ ଖୋଲା, ଅପଚୟ ହେଉଛି ପ।ଣି
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଦୁଇ ଦିନ ଧରି ଲଘୁଚାପ ବର୍ଷ। ଲାଗି ରହିଛି। ଅନ୍ୟ ଦିଗରେ ସତିଗୁଡା ଜଳଭଣ୍ଡାରର ଦୁଇଟି ଗେଟ ଖୋଲା ରହିଛି। କେନାଲ ପାଣି…
Read More » -
ପେନସନ କାଗଜପତ୍ର ପାଇଁ ୧୦ ହଜାର ଲାଞ୍ଚ ନେଲା ବେଳେ ଦୁଇ ଗିରଫ
ବ୍ରହ୍ମପୁର: ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ସଂପର୍କିତ କାଗଜପତ୍ର କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁଇଜଣଙ୍କୁ ଧରିଛି ଭିଜିଲାନ୍ସ। ସେମାନେ ହେଲେ…
Read More » -
ଭୁବନେଶ୍ୱର ମାର୍କେଟ୍ ବିଲଡିଂରେ ଥିବା ଉଷା ଶୋରୁମରେ ଅଗ୍ନିକାଣ୍ଡ: ନିଆଁ ଲିଭାଉଛନ୍ତି ୪ ଦମକଳ ଗାଡ଼ି
ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ୍ ବିଲଡିଂରେ ଅଗ୍ନିକାଣ୍ଡ। ଉଷା ସୋରୁମ୍ରେ ଲାଗିଲା ନିଆଁ। ନିଆଁ ଲିଭାଇବା ପାଇଁ ୪ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି।
Read More » -
ଅନୁଭବ-ବର୍ଷା ପାରିବାରିକ ବିବାଦ: ପୁଣି ଏକ ପିଟିସନ ଦାଏର କଲେ ବର୍ଷା
କଟକ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ ଆଜି ପୁଣି ଏକ ମୋଡ଼ ନେଇଛି । କଟକ ଫାମିଲି…
Read More » -
କଟକର ମିଠା ଦୋକାନ ଉପରେ ସିଏମସି ପକ୍ଷରୁ ଚଢାଉ
କଟକ: ଆଶ୍ୱିନରେ ମା’ଙ୍କ ଆଗମନକୁ ନେଇ ପୁଣି ଚଳଚଞ୍ଚଳ ହୋଇ ଉଠିଛି କଟକ ସହର । ତେବେ ପାର୍ବଣ ପୂର୍ବରୁ ସଜାଗ ହୋଇ ଉଠିଛି ସିଏମସି ।…
Read More » -
ଲିଙ୍ଗରାଜଙ୍କ ପୂଜା, ପ୍ରସାଦ ପାଇଁ ହେବ ଅନଲାଇନ ବୁକିଂ
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ଅନଲାଇନ୍ ସମନ୍ବିତି ମନ୍ଦିର ପରିଚାଳନା ବ୍ୟବସ୍ଥା ବା ଆଇଟିଏମଏସ ଲାଗୁ ହେବ। ଏପରି ହେଲେ ଭକ୍ତ ଦର୍ଶନ, ପୂଜା କିମ୍ବା ପ୍ରସାଦ ପାଇଁ…
Read More » -
‘କ୍ୟୁଆରଏସ୍ଏଏମ୍’ କ୍ଷେପଣାସ୍ତ୍ରର ୬ ଫ୍ଲାଇଟ୍ ପରୀକ୍ଷଣ ସଫଳ
ବାଲେଶ୍ଵର: ବାଲେଶ୍ଵର ଜିଲା ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର୍) ପରିସରରୁ ଗୁରୁବାର ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ ହୋଇପାରୁଥିବା କ୍ୱିକ୍ ରିଆକ୍ସନ୍ ସର୍ଫେସ୍ ଟୁ ଏୟାର…
Read More » -
ଏମକେସିଜି ସୁପର ସ୍ପେସିଆଲିଟି କୋଠାର ପଞ୍ଚମ ମହଲାରେ ଖସିଲା ସିଲିଂ
ବ୍ରହ୍ମପୁର: ପୁଣି ଥରେ ବିବାଦକୁ ଆସିଛି ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ। ସୁପର ସ୍ପେସିଆଲିଟି କୋଠାର ପଞ୍ଚମ ମହଲାରେ ଗୁରୁବାର ଛାତରୁ…
Read More » -
୨୦୨୩ ହକି ବିଶ୍ୱକପ୍ ପାଇଁ ଖେଳସୂଚୀ ଘୋଷଣା: ୪ଟି ପୁଲ୍ରେ ୧୬ଟି ଟିମ୍, ପୁଲ୍ ଡିରେ ଭାରତ
ଭୁବନେଶ୍ୱର : ୨୦୨୩ ହକି ବିଶ୍ୱକପ୍ ପାଇଁ ଖେଳସୂଚୀ ଘୋଷିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ହକି ବିଶ୍ୱକପ୍ର ଖେଳସୂଚୀ ଜାରି କରାଯାଇଛି । ଏହି…
Read More » -
କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢ଼ାଯିବ ବାଲି, ୩ ବର୍ଷ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ
କୋଣାର୍କ ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ହେବ ବାଲୁକା ମୁକ୍ତ। ସୂର୍ଯ୍ୟମନ୍ଦିର ଗର୍ଭଗୃହ ଭିତରୁ କଢାଯିବ ବାଲି। ଦୀର୍ଘ ବର୍ଷ ଧରି ଗବେଷଣା ଓ ଅନୁସନ୍ଧାନ ପରେ ସୂର୍ଯ୍ୟ…
Read More »