କ୍ରୀଡ଼ା
-
ଭାରତ ବିପକ୍ଷ ସିରିଜରୁ ଓହରିଲେ ଅଷ୍ଟ୍ରେଲିଆର ଖେଳାଳି ମାର୍ଶ, ଷ୍ଟାର୍କ, ଷ୍ଟୋଇନିସ
ମେଲବୋର୍ନ: ଆସନ୍ତା ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ କ୍ରିକେଟ ସିରିଜରୁ ଅଷ୍ଟ୍ରେଲିଆର ମିଚେଲ ମାର୍ଶ, ମିଚେଲ ଷ୍ଟାର୍କ ଓ ମାର୍କୁସ ଷ୍ଟୋଇନିସ ଓହରି ଯାଇଛନ୍ତି। ଆହତ…
Read More » -
ପ୍ରସିଦ୍ଧ ପାକିସ୍ତାନୀ ଅମ୍ପାୟାର ଅସଦ ରୌଫଙ୍କ ହୃଦ୍ଘାତ ଯୋଗୁ ପରଲୋକ
ଇସଲାମାବାଦ: ଆଇସିସିର ଏଲିଟ ପ୍ୟାନେଲର ଅଂଶ ଥିବା ପାକିସ୍ତାନୀ ଅମ୍ପାୟାର ଅସଦ ରୌଫ (୬୬)ଙ୍କ ଲାହୋରରେ ଦେହାନ୍ତ ହୋଇଛି। ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ଏହି…
Read More » -
କୁଲିଂ ଅଫ ପିରିୟଡର ଆବଶ୍ୟକତା ନାହିଁ, ପଦରେ ରହିପାରିବେ ଗାଙ୍ଗୁଲି ଓ ଶାହ
ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସେକ୍ରେଟାରୀ ଜୟ ଶାହାଙ୍କୁ ଆଜି ମିଳିଛି ସୁପ୍ରିମ ରିଲିଫ । ସୁପ୍ରିମକୋର୍ଟ କୁଲିଂ ଅଫ ପିରୟଡ ସହ ଜଡିତ…
Read More » -
କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ରବିନ ଉଥାପ୍ପା
ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ରବିନ ଉଥାପ୍ପା ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୨୦୦୭ ଟି୨୦ ବିଶ୍ୱକପରେ…
Read More » -
ମହାନ ଟେନିସ ଖେଳାଳି ନରେଶ କୁମାରଙ୍କ ପରଲୋକ
ନୂଆଦିଲ୍ଲୀ: ଭାରତର ମହାନ ଟେନିସ ଖେଳାଳି ନରେଶ କୁମାରଙ୍କ ୯୩ ବର୍ଷ ବୟସରେ ବୁଧବାର ପରଲୋକ ହୋଇଯାଇଛି। ଷ୍ଟାର ଖେଳାଳି ଲିଆଣ୍ଡର ପେସଙ୍କ ସେ ଗୁରୁ ଥିଲେ…
Read More » -
ସମୀକ୍ଷକଙ୍କ ମତରେ ଟି୨୦ ବିଶ୍ୱକପ ପାଇଁ ଘୋଷିତ ଭାରତୀୟ ଦଳରେ ୫ଜଣ ଖେଳାଳିଙ୍କୁ ଅଣଦେଖା
ପୁରୀ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷଣା କରାଯାଇଛି । ତେବେ ଏହି ଚୟନ ନେଇ କ୍ରିକେଟ…
Read More » -
ଋଷଭ ପନ୍ତଙ୍କୁ ‘ସରି’ କହିଲେ ଉର୍ବଶୀ
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜ ଫିଲ୍ମ ଅପେକ୍ଷା ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କୁ ନେଇ ଏବେ ଅଧିକ ଚର୍ଚ୍ଚାରେ ଅଛନ୍ତି । କିଛିଦିନ ପୂର୍ବରୁ…
Read More » -
ଟ୍ୱିଟରରେ ବିରାଟ କୋହଲିଙ୍କ ଫୋଲୋର୍ସ ସଂଖ୍ୟା ଛୁଇଁଲା ୫ କୋଟି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପ୍ରଶଂସକଙ୍କ ସଂଖ୍ୟା ଟ୍ୱିଟରରେ ୫ କୋଟି ଛୁଇଁଛି । ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସେ ଏହି ଉପଲବ୍ଧି ହାସଲ…
Read More » -
ନୂଆ ଜର୍ସିରେ ଟିମ ଇଣ୍ଡିଆ ଖେଳିବ ଟି-୨୦ ବିଶ୍ୱ କପ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱ କପରେ ନୂଆ ଜର୍ସରେ ନଜର ଆସିବ । ଟିମର ଅଫିସିଆଲ…
Read More » -
ଆଇସିସି ଟି-୨୦ ମହିଳା କ୍ରିକେଟ୍ ରାଙ୍କିଂ: ଟପ୍ ୩ରେ ଅଷ୍ଟ୍ରେଲିଆ ଖେଳାଳି,ଭାରତୀୟ ବ୍ୟାଟର ସ୍ମୃତି ମନ୍ଧାନା ୪ ନମ୍ବର
ନୂଆଦିଲ୍ଲୀ: ଆଇସିସି ଟି-୨୦ ମହିଳା କ୍ରିକେଟ୍ ରାଙ୍କିଂ କାର୍ଡ ପ୍ରକାଶ ପାଇଛି। ମଙ୍ଗଳବାର ଘୋଷଣା ହୋଇଥିବା ଏହି ତାଲିକାରେ ଅଷ୍ଟ୍ରେଲୀୟ ଖେଳାଳିମାନେ ଆଗରେ ରହିଥିବା ବେଳେ କିଛି ଭାରତୀୟ…
Read More »