ବିଦେଶ
-
ଭାରତ ମୁହାଁ ଶ୍ରୀଲଙ୍କା ଶରଣାର୍ଥୀ; ତାମିଲନାଡୁ ଶିବିରରେ ଆଶ୍ରୟ ନେଇଛନ୍ତି ଶତାଧିକ
ରାମେଶ୍ୱରମ: ଶ୍ରୀଲଙ୍କାର ସଂକଟ ପରିସ୍ଥିତି ପାଇଁ ଦେଶ ଛାଡ଼ି ପଳାୟନ କଲେଣି ଦେଶବାସୀ । ତାମିଲନାଡୁରେ ଶତାଧିକ ଶରଣାର୍ଥୀ ଆସି ଆଶ୍ରୟ ନେଇଛନ୍ତି । ମଙ୍ଗଳବାର ଆଠ…
Read More » -
ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ
ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଗୁରୁବାର ଇସ୍ତଫା ଦେଇଛନ୍ତି । ତେବେ ସେକ୍ସ ସ୍କ୍ୟାଣ୍ଡଲ ମାମଲାରେ ତାଙ୍କ ପ୍ରଧାନମନ୍ତ୍ରୀ ପଦ ଯାଇଥିବା କୁହାଯାଉଛି…
Read More » -
ଲଣ୍ଡନରେ ଜନ୍ମଦିନ ପାଳିଲେ ଧୋନୀ
ଲଣ୍ଡନ: ଭାରତର ପୂର୍ବତନ ଅଧିନାୟକ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ଧୋନୀ ନିଜ ଜନ୍ମଦିନ ଲଣ୍ଡନରେ ସ୍ତ୍ରୀ ସାକ୍ଷୀ ଏବଂ…
Read More » -
ଋଣ ପାଇଁ ଆଇଏମଏଫ ସର୍ତ୍ତ ମାନିବାକୁ ପାକିସ୍ତାନ ବାଧ୍ୟ ହେଲା, କମାଇଲା ପ୍ରତିରକ୍ଷା ବଜେଟ୍
ପାକିସ୍ତାନର ଆର୍ଥିକ ଦୂରାବସ୍ଥା ବଢିବାରେ ଲାଗିଛି। ସଂପ୍ରତି ଏହାର ପ୍ରଭାବ ସେନା ଉପରେ ଦେଖିବାକୁ ମିଳିଲାଣି। ନିଜ ଦେଶକୁ ଚଳାଇବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା କୋଷ(ଆଇଏମଏଫ) ଉପରେ…
Read More » -
୨୧ ବର୍ଷ ପରେ ମୁଲ୍ଲା ଉମର କାର ଖୋଳି ବାହାର କଲେ ତାଲିବାନ
କାବୁଲ: ୨୧ ବର୍ଷ ପରେ ତାଲିବାନୀମାନେ ତାଙ୍କ ସଂସ୍ଥାପକ ମୁଲ୍ଲା ଉମରଙ୍କ କାର ଖୋଳି ବାହାର କରିଛନ୍ତି । ଏହି କାରରେ ମୁଲ୍ଲା ଆମେରିକା କବଳରୁ ବଂଚିବା…
Read More » -
ବାୟୋଡାଟା ବଦଳରେ କ୍ୟୁଆର୍ କୋଡ୍ ମାଧ୍ୟମରେ ଚାକିରୀ ଖୋଜୁଛନ୍ତି ଯୁବକ
ବର୍ତ୍ତମାନ ସମୟରେ ଚାକିରୀ ଖୋଜିବା ଏବଂ ପାଇବା ଏତେ ସହଜ କଥା ନୁହେଁ। ଚାକିରି ଲାଗି ବାୟୋଡାଟା ଧରି ବିଭିନ୍ନ ଅଫିସ୍ ଯିବାକୁ ହୋଇଥାଏ, ନଚେତ୍ ବାୟୋଡାଟାକୁ…
Read More » -
‘କାଳୀ’ ଫିଲ୍ମ ପୋଷ୍ଟର ବିବାଦ: କ୍ଷମା ମାଗିଲା କାନାଡା ସଂଗ୍ରହାଳୟ
ନୂଆଦିଲ୍ଲୀ: ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ର ପୋଷ୍ଟରକୁ ନେଇ ଦିନକୁ ଦିନ ବିବାଦ ତେଜିବାରେ ଲାଗିଛି। ଏହି ପୋଷ୍ଟରରେ ହିନ୍ଦୁ ଦେବୀ କାଳୀଙ୍କୁ କଦର୍ଥ କରି ଚିତ୍ରିତ କରାଯାଇଛି।…
Read More » -
ବ୍ରିଟେନରେ ମନ୍ତ୍ରୀଙ୍କ ଇସ୍ତଫାର ଧାରା ଜାରି, ଅର୍ଥ ଏବଂ ସ୍ୱାସ୍ଥ୍ୟ ପରେ ଆଉ ଦୁଇ ମନ୍ତ୍ରୀ ଛାଡିଲେ ବୋରିସଙ୍କ କ୍ୟାବିନେଟ୍
ବୋରିସ ଜନସନ କ୍ୟାବିନେଟରୁ ଇସ୍ତଫାର ଝଡ ଜାରି ରହିଛି । ଅର୍ଥ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ପରେ ଆଉ ଦୁଇ ଜଣ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି…
Read More » -
ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ୍ରେ ସବୁଠୁ ବୟସ୍କା ଫ୍ଲାଇଟ୍ ଆଟେଣ୍ଡାଣ୍ଟ, ୬୫ ବର୍ଷ ହେବ କରୁଛନ୍ତି କାମ
ଆମେରିକାର ଜଣେ ୮୬ ବର୍ଷୀୟ ମହିଳା ବିଶ୍ୱର ସବୁଠୁ ବୟସ୍କା ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଭାବେ ନିକଟରେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି ।…
Read More » -
ପାକିସ୍ତାନରେ ଦେଖାଦେଲାଣି ଅର୍ଥନୈତିକ ସଂକଟ
ଇସଲାମବାଦ: ଧୀରେ ଧୀରେ ଅର୍ଥନୈତିକ ସ୍ତରରେ ଦୁର୍ବଳ ହେଉଛି ପାକିସ୍ତାନ। ଅର୍ଥନୈତିକ ସଙ୍କଟ ମଧ୍ୟରେ ପାକ୍ ଛନ୍ଦି ହୋଇଯାଇଛି। ଶ୍ରୀଲଙ୍କା ପରେ ପାକିସ୍ତାନରେ ଅର୍ଥନୈତିକ ସଂକଟ ଦେଖାଦେଲାଣି।…
Read More »