ଓଡ଼ିଶା
-
ଆଉ ୫ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଓ ତତ୍ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ମୌସୁମୀ ଟ୍ରପ୍ ଲାଇନ ବର୍ତ୍ତମାନ ଉକ୍ତ ଘୂର୍ଣ୍ଣିବଳୟ…
Read More » -
ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନରୁ ବଞ୍ଚିତ ହୋଇ ଅସନ୍ତୋଷ ବ୍ୟକ୍ତ କଲେ ଶ୍ରଦ୍ଧାଳୁ
ପୁରୀ: ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନରୁ ଶୁକ୍ରବାର ବଞ୍ଚିତ ହୋଇଛନ୍ତି ସହସ୍ରାଧିକ ଶ୍ରଦ୍ଧାଳୁ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି…
Read More » -
ନବୀନ ନିବାସରେ ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟାହ୍ନ ଭୋଜନରେ ପରସାଗଲା ଓଡ଼ିଆ ଖାଦ୍ୟ
ଭୁବନେଶ୍ୱର: ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ଏମ୍ପି ଓ ବିଧାୟକମାନଙ୍କୁ…
Read More » -
ସ୍କୁଲ କଳାପଟାରେ ‘ଆମେ ପୁଣି ଆସିବୁ’ ଲେଖି ଚୋରି କରିଥିବା ଚୋର ଗ୍ୟାଙ୍ଗ ଗିରଫ
ନବରଙ୍ଗପୁର : ସଫଳତା ହାସଲ କଲା ନବରଙ୍ଗପୁର ପୋଲିସ। ଧରା ପଡ଼ିଲା ବହୁ ଚର୍ଚ୍ଚିତ ଖାତୀଗୁଡ଼ା ହାଇସ୍କୁଲର ଧୁମ ୪ ସିନେମା ଷ୍ଟାଇଲରେ ଚୋରିକରି ଥିବା ଅଭିଯୁକ୍ତ।…
Read More » -
ଦୁଇ ଦିନରେ ଶେଷ ହେବ ଶ୍ରୀମନ୍ଦିର ରୂପା ଛାଉଣୀ କାର୍ଯ୍ୟ
ପୁରୀ: ଶ୍ରୀମନ୍ଦିରର ସମସ୍ତ ଦ୍ୱାର ରୂପା ଛାଉଣୀ କରାଯିବ। ପ୍ରସ୍ତାବିତ ଏହି କାର୍ଯ୍ୟ ଆସନ୍ତା ୧୦ ତାରିଖ ମଧ୍ୟରେ ଶେଷ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…
Read More » -
ନବୀନଙ୍କୁ ଭାଇ ବୋଲି ସମ୍ବୋଧନ କଲେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ଏନ୍ଡିଏ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ସକାଳେ ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଆସିଥିଲେ। ଏଠାରେ ପହଞ୍ଚିବା ପରେ ସିଧା…
Read More » -
ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ କଣ୍ଠଶିଳ୍ପୀ ଅନୁରାଧା ପୋଢୁଆଲ୍
ପୁରୀ: ବିଶିଷ୍ଟ କଣ୍ଠଶିଳ୍ପୀ ଅନୁରାଧା ପୋଢୁଆଲ୍ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ଆସି ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଆଜି ଆଡପ ମଣ୍ଡପରେ ଶେଷ ଦର୍ଶନ…
Read More » -
ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ
ପୁରୀ: ଆସନ୍ତାକାଲି ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଆସନ୍ତାକାଲି ବାହୁଡ଼ା ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ…
Read More » -
ଓଡ଼ିଆରେ ଶପଥ ନେଲେ ନବ ନିର୍ବାଚିତ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସୁଲତା ଦେଓ
ନୂଆଦିଲ୍ଲୀ : ରାଜ୍ୟସଭାରେ ଶପଥ ନେଲେ ବିଜେଡିର ରାଜ୍ୟସଭା ନିର୍ବାଚିତ ନୂଆ ସାଂସଦ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ । ଦିନ ୧୧ଟାରେ ଶପଥ ଗ୍ରହଣ…
Read More » -
ଶନିବାର ନୀଳାଚଳ ବାହୁଡିବେ ଶ୍ରୀଜୀଉ, ଆଡ଼ପ ମଣ୍ଡପରେ ଭକ୍ତ କରିବେ ସନ୍ଧ୍ୟା ଦର୍ଶନ
ପୁରୀ: ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ଶ୍ରୀମନ୍ଦିର ପ୍ରଶାସନର ନବମୀ ଦର୍ଶନ ନୀତି ନିର୍ଘଣ୍ଟ ମୁତାବକ ଜୁଲାଇ ୮ ତାରିଖରେ ଭୋର ଚାରିଟାରୁ ଦ୍ୱାରଫିଟା ସରି…
Read More »