ଓଡ଼ିଶା
-
ଆସନ୍ତାକାଲି ଅପରାହ୍ନରୁ ଆଉ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଭକ୍ତ
ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରି ସରି ଆସୁଛି। ଆସନ୍ତାକାଲି ସନ୍ଧ୍ୟା ଦର୍ଶନ ଏବଂ ତା’ ପରଦିନ ବାହୁଡ଼ାଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି…
Read More » -
ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ଚାଲିଗଲା ଜୀବନ
ମୋହନା: ଗଜପତି ଜିଲାର ମୋହନା ନାରାୟଣନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଚାଉମିନ ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…
Read More » -
ମୟୂରଭଞ୍ଜର ସବାଇ ଘାସ ଓ କାଇ ଚଟଣିକୁ ଜିଆଇ ଟ୍ୟାଗ୍ ପାଇଁ ଆବେଦନ
ଭୁବନେଶ୍ୱର: ମୟୂରଭଞ୍ଜ ସବାଇ ଘାସ ଓ କାଇ ଚଟଣିକୁ ଜିଆଇ ଟ୍ୟାଗ୍ ପାଇଁ ରାଜ୍ୟ ସରକାର ଆବେଦନ କରିଛନ୍ତି। ଏନେଇ ଟେକ୍ନିକାଲ ମ୍ୟାନେଜମେଣ୍ଟ ସେଲ୍ର କନଭେନର ସୂଚନା…
Read More » -
ରାଜ୍ୟରେ ୩୧୧ କୋଟି ଟଙ୍କା ଜିଏସଟି ଠକେଇ ଅଭିଯୋଗରେ ୫ ବ୍ୟବସାୟୀ ଗିରଫ
କଟକ: ରାଜ୍ୟରେ ଏକ ବଡ ଧରଣର ଜିଏସଟି ଠକେଇର ପର୍ଦ୍ଦାଫାଶ କରିଛି ରାଜ୍ୟ ଜିଏସଟି ବିଭାଗ । ୧୭୨୭ କୋଟି ଟଙ୍କାର ଫେକ୍ ଇନଭଏସ୍ ଜରିଆରେ ୩୧୧ କୋଟି…
Read More » -
ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ
ଭୁବନେଶ୍ୱର: ଚଳିତ ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟ ବୁଧବାର ଶେଷ ହୋଇଛି। ବଜେଟ୍ ଆଲୋଚନା ବିରତି ପାଇଁ ଜୁଲାଇ ୭ରୁ ୧୨ ଯାଏ ବିଧାନସଭା ସାମୟିକ ଭାବେ…
Read More » -
ଏମ୍ସିଏ ଛାତ୍ରୀ ଆଶ୍ରିତା ଆତ୍ମହତ୍ୟା ମାମଲା, ବୟଫ୍ରେଣ୍ଡ ସତ୍ୟପ୍ରକାଶ ଗିରଫ
ଭୁବନେଶ୍ୱର: ଏମ୍ସିଏ ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ମାମଲାରେ ତାଙ୍କ ବୟଫ୍ରେଣ୍ଡ ଗିରଫ। ଆଜି ଆଶ୍ରିତାଙ୍କ ବୟଫ୍ରେଣ୍ଡ ସତ୍ୟପ୍ରକାଶ ଦାଶଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। ଆଶ୍ରିତାଙ୍କ…
Read More » -
ଝାରସୁଗୁଡା ଜିଲାରେ ମାଟ୍ରିକ ପାସହାର ୯୩.୭୩%
ଝାରସୁଗୁଡା: ଚଳିତବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ବୁଧବାର ବିଧିବଦ୍ଧ ଭାବେ ପ୍ରକାଶ ପାଇଛି। ଏଥିମଧ୍ୟରେ ଝାରସୁଗୁଡା ଜିଲାରେ ପାସହାର ୯୩.୭୩ ପ୍ରତିଶତ ହୋଇଛି । ଜିଲାର…
Read More » -
ଫାଷ୍ଟ ଡିଭିଜନରେ ମାଟ୍ରିକ ପାସ କଲେ ୫୮ ବର୍ଷୀୟ ଫୁଲବାଣୀ ବିଧାୟକ
ଫୁଲବାଣୀ: ମାଟ୍ରିକ୍ ପାସ୍ କରିଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ବିଧାୟକ କହଁର ବି-୧ ଗ୍ରେଡ଼ ପାଇଛନ୍ତି l ମୋଟ୍ ୫୦୦ ମାର୍କରୁ ୩୬୪ ମାର୍କ…
Read More » -
ଦକ୍ଷିଣ ମୋଡ଼ ନେଲେ ତିନି ରଥ
ପୁରୀ: ତିନି ରଥ ଦକ୍ଷିଣମୋଡ଼ କରାଗଲା। ମଙ୍ଗଳବାର ହେରାପଞ୍ଚମୀ ନୀତି ସମାପ୍ତ ପରେ ବୁଧବାରଠାରୁ ବାହୁଡାଯାତ୍ରା ପାଇଁ ଆରମ୍ଭ ହେବ ପ୍ରସ୍ତୁତି। ପ୍ରଥା ଓ ପରମ୍ପରା ଅନୁଯାୟୀ…
Read More » -
୧୧ରୁ ରି-ଚେକିଂ ପାଇଁ ଆବେଦନ କରିପାରିବେ ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ
କଟକ: ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫, ୧୭,…
Read More »